ETV Bharat / bharat

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ହସ୍ପିଟାଲରେ ଡାକ୍ତରଙ୍କ ସମେତ 40 କୋରୋନା ପଜିଟିଭ - IHBAS

ଦିଲ୍ଲୀ ମାନବ ବ୍ୟବହାର ଏବଂ ସମ୍ବନ୍ଧ ବିଜ୍ଞାନ ସଂସ୍ଥାନ(IHBAS) ହସ୍ପିଟାଲରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି । ହସ୍ପିଟାଲରେ ବର୍ତ୍ତମାନ ଡାକ୍ତରଙ୍କ ସମେତ 40ରୁ ଉର୍ଦ୍ଧ୍ବ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ହସ୍ପିଟାଲରେ ଡାକ୍ତରଙ୍କ ସମେତ 40 କୋରୋନା ପଜିଟିଭ

author img

By

Published : Jun 18, 2020, 7:16 PM IST

ନୂଆଦିଲ୍ଲୀ: ସାରାବିଶ୍ବରେ ଏବେ କୋରୋନା ଆତଙ୍କ । ଏପଟେ ଦିଲ୍ଲୀ ମାନବ ବ୍ୟବହାର ଏବଂ ସମ୍ବନ୍ଧ ବିଜ୍ଞାନ ସଂସ୍ଥାନ ହସ୍ପିଟାଲରେ(IHBAS) ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି । ହସ୍ପିଟାଲରେ ବର୍ତ୍ତମାନ ଡାକ୍ତରଙ୍କ ସମେତ 40ରୁ ଉର୍ଦ୍ଧ୍ବ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା 7ଜଣ ରୋଗୀ ମଧ୍ୟ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ଏକ ମାନସିକ ରୋଗ ଚିକିତ୍ସାଳୟ ଅଟେ । ତେବେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ, କର୍ମଚାରୀ ଏବଂ ସେବାୟତମାନେ ମଧ୍ୟ କୋରୋନା ପଜିଟିଭ ହୋଇଥିବା ଜଣା ପଡ଼ିଛି । ତେଣୁ ଏହାକୁ ନେଇ ମେଡିକାଲ୍ ନିର୍ଦ୍ଦେଶକ ଡ. ନିମେଶ ଦେଶାଇ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଆଶଙ୍କା କରୁଛନ୍ତି । କିନ୍ତୁ ହସ୍ପିଟାଲ ପୂର୍ବରୁ ତାହର କର୍ମଚାରୀ ଏବଂ ଡାକ୍ତରଙ୍କ ପାଇଁ ହୋମ କ୍ବାରେଣ୍ଟାଇନ ଏବଂ ଆଇସୋଲେସନର ସୁବିଧା ପ୍ରସ୍ତୁତ କରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.