ETV Bharat / bharat

ବିଗୁଡିଛି କୋଭିଡ ପଜିଟିଭ ମନ୍ତ୍ରୀ ପ୍ରତାପ ସିଂଙ୍କ ସ୍ସାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

author img

By

Published : Sep 2, 2020, 2:49 PM IST

କୋରୋନା ସଂକ୍ରମିତ ହୋଇଥିବା ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖଚରିୱାସଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଏଥିଯୋଗୁଁ ତାଙ୍କୁ ଜୟପୁରର RUHS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳେ ବାନ୍ତି ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଅଧିକ ପଢନ୍ତୁ...

ବିଗୁଡିଛି କୋଭିଡ ପଜିଟିଭ ମନ୍ତ୍ରୀ ପ୍ରତାପ ସିଂଙ୍କ ସ୍ସାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି
ବିଗୁଡିଛି କୋଭିଡ ପଜିଟିଭ ମନ୍ତ୍ରୀ ପ୍ରତାପ ସିଂଙ୍କ ସ୍ସାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଜୟପୁର: କୋରୋନା ସଂକ୍ରମିତ ହୋଇଥିବା ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖଚରିୱାସଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଏଥିଯୋଗୁଁ ତାଙ୍କୁ ଜୟପୁରର RUHS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସକାଳେ ବାନ୍ତି ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଯଦିଓ ଏବେ ପ୍ରତାପ ସିଂଙ୍କ ଅବସ୍ଥାରେ ଟିକେ ସୁଧାର ଆସିଛି ।

ରବିବାର ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ପରିବହନ ମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଥିଲେ । ଯେଉଁମାନେ ତାଙ୍କ ସହ ଯୋଗାଯେୋଗରେ ଥିଲେ, ସେ ସମସ୍ତଙ୍କୁ ନିଜର କୋରୋନା ପରୀକ୍ଷା କରିବା ସହ ନିଜକୁ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ।

ଅଗଷ୍ଟ 28 ରେ NEET-JEE ପରୀକ୍ଷାର ବିରୋଧ ପ୍ରଦର୍ଶନରେ ପ୍ରତାପ ସିଂ ଖଚରିୱାସ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦର୍ଶନରେ ସଚିନ ପାଇଲଟଙ୍କ ସମେତ ବହୁ କଂଗ୍ରେସ ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହାର ଦୁଇ ଦିନ ପରେ ପ୍ରତାପ ସିଂଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.