ETV Bharat / bharat

ଓଡିଶା ପରେ ଆସାମରେ କୋରୋନା ସତର୍କତା, ସମସ୍ତ ସ୍କୁଲ-କଲେଜ ଛୁଟି - Corona effect in Assam

ରବିବାର ମାର୍ଚ୍ଚ 29 ପର୍ଯ୍ୟନ୍ତ ଆସାମରେ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜିମ୍, ସୁଇମିଂ ପୁଲ୍ ଏବଂ ସିନେମା ହଲ୍ ଆଦିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଆସାମ ମୁଖ୍ୟ ସଚିବ ସଞ୍ଜୟ କୃଷ୍ଣ ଏହି ଘୋଷଣା କରିଛନ୍ତି ।

corona-effect-in-assam-after-odisha-all-school-college-holidays
ଓଡିଶା ପରେ ଆସାମରେ କୋରୋନା ପ୍ରଭାବ, ସମସ୍ତ ସ୍କୁଲ-କଲେଜ ଛୁଟି
author img

By

Published : Mar 15, 2020, 10:04 PM IST

ଗୌହାଟ୍ଟୀ: ଭାରତରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଫଳରେ ଭାଇରସର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ଆଦିକୁ ଛୁଟି ଘୋଷଣା କରାଯାଇଛି । ସେହିପରି ରବିବାର ମାର୍ଚ୍ଚ 29 ପର୍ଯ୍ୟନ୍ତ ଆସାମରେ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜିମ୍, ସୁଇମିଂ ପୁଲ୍ ଏବଂ ସିନେମା ହଲ୍ ବନ୍ଦ ଆଦିକୁ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଆସାମ ମୁଖ୍ୟ ସଚିବ ସଞ୍ଜୟ କୃଷ୍ଣ ଏହି ଘୋଷଣା କରିଛନ୍ତି ।

ସେହିପରି ରାଜ୍ୟ ବୋର୍ଡ ଏବଂ ସିବିଏସ୍ଇ ବୋର୍ଡ ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସୂଚନାଥାଉ କି, ଦେଶର ଏଯାତ୍‌ କୋରୋନା ଭାଇରସ ସଂଦିଗ୍ଧଙ୍କ ସଂଖ୍ୟା 108କୁ ପହଞ୍ଚିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.