ETV Bharat / bharat

କୋରନା ଯୋଗୁଁ ବନ୍ଦ ହେବ ନାହିଁ କାର୍ବେଟ ଜାତୀୟ ପାର୍କ

କାର୍ବେଟ ଜାତୀୟ ପାର୍କ ବନ୍ଦ ହେବାର ଖବର ମିଥ୍ୟା ବେଲି କହିଛନ୍ତି ଜାତୀୟ ପାର୍କ ନିର୍ଦ୍ଦେଶକ । କାର୍ବେଟ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖାଯାଉଥିବା ସେ କହିଛନ୍ତି ।

corbett national park
corbett national park
author img

By

Published : Mar 16, 2020, 11:45 PM IST

ଡେରାଡୁନ: କିଛି ଦିନ ହେବ କୋରୋନା ଭାଇରାସକୁ ନେଇ ରାମନଗର କାର୍ବେଟ ଜାତୀୟ ପାର୍କ ବନ୍ଦ ହେବାର ଖବର ଆସୁଥିଲା । କିନ୍ତୁ ଏହି ଖବର ମିଥ୍ୟା ବୋଲି କହିଛନ୍ତି ଜାତୀୟ ପାର୍କ ନିର୍ଦ୍ଦେଶକ ।

ନିର୍ଦ୍ଦେଶକ ରାହୁଲ କୁମାର କହିଛନ୍ତି ଯେ, କାର୍ବେଟ ଜାତୀୟ ପାର୍କ ବନ୍ଦ କରିବାର ଏବେ ସମ୍ଭାବନା ନାହିଁ । କ୍ରମାଗତ ଭାବେ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି । କାର୍ବେଟ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖାଯାଉଛି ଓ ପ୍ରଶାସନ କ୍ରମାଗତ ଭାବେ ମନିଟରିଙ୍ଗ କରାଯାଉଛି ।

ଭ୍ରମଣ କରୁଥିବା ସମୟ ପର୍ଯ୍ୟଟକ ଓ ଗାଡି ଚାଳକଙ୍କୁ ମାସ୍କ ଦିଆଯାଉଛି । ଏହାପରେ ତାଙ୍କୁ ଜାତୀୟ ପାର୍କରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.