ETV Bharat / bharat

ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପପୁ ଯାଦବଙ୍କ ବିବାଦୀୟ ବୟାନ - ଜନ ଅଧିକାରୀ ପାର୍ଟି ମୁଖ୍ୟ

ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ସାଂସଦ ପପୁ ଯାଦବ କହ୍ନେୟା କୁମାରଙ୍କ ଷ୍ଟାଇଲରେ ଆଜାଦି ନାରା ଲଗାଇବା ସହ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅଧିକ ପଢନ୍ତୁ...

pappu yadav on cm yogi
ଡିଜାଇନ ଫଟୋ
author img

By

Published : Jan 13, 2020, 1:30 PM IST

ପାଟନା:ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପୀ ବିରୋଧ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ସାଂସଦ ପପୁ ଯାଦବ କହ୍ନେୟା କୁମାରଙ୍କ ଷ୍ଟାଇଲରେ ଆଜାଦି ନାରା ଲଗାଇବା ସହ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଇଚ୍ଛା ହେଉଛି ଯୋଗୀଙ୍କ ଛାତି ଫଟେଇ ଦେବାକୁ ବୋଲି କହିଛନ୍ତି ସେ ।

ସିଏଏ, ଏନଆରସି ଓ ଏନପିଆର ବିରୋଧରେ ବିହାର ସମସ୍ତିପୁର ଠାରେ 10 ଜାନୁଆରୀ ଠାରୁ ଅନିଶ୍ଚିତତାକାଳ ପାଇଁ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ସେଠାକାର ପୂର୍ବତନ ସାଂସଦ ପପୁ ଯାଦବ। ଏନେଇ ଆୟୋଜିତ ହୋଇଥିବା ସଭାକୁ ସମ୍ବୋଧିତ କରି ସେ ୟୁପି ସିଏମ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ବିଧାନର ଶପଥ ନେଲା ପରେ ମଧ୍ୟ ସଂଖ୍ୟାଲଘୁଙ୍କୁ ନିର୍ଯ୍ୟାତିତ କରୁଛନ୍ତି। ଏଭଳି କାମ କରୁଥିବା ସିଏମଙ୍କ ଦମ୍ଭ ଭାଙ୍ଗି ଦେବାକୁ ଇଚ୍ଛା ହେଉଛି ବୋଲି ସେ କହିଛନ୍ତି।

ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପପୁ ଯାଦବଙ୍କ ବିବାଦୀୟ ବୟାନ

ସେ ଆହୁରି କହିଛନ୍ତି ଯେ, ଦେଶରେ ଅତ୍ୟାଚାରର କୌଣସି ସ୍ଥାନ ନାହିଁ । ବର୍ତ୍ତମାନ ଜେଏନୟୁ, ଜାମିଆମିଲିୟାରେ ଛାତ୍ରଙ୍କ ଉପରେ ସହଜରେ ଆକ୍ରମଣ କରାଯାଉଛି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଓ ଲାଲୁ ଯାଦବଙ୍କ ଭଳି ବିହାର ବରିଷ୍ଠ ନେତା ବିହାରୀ ଛାତ୍ରଙ୍କୁ ସମର୍ଥନ କରିନାହାଁନ୍ତି। ବିହାରୀ କହିବା ପାଇଁ ଦୁଃଖ ଓ ଲାଜ ଲାଗୁଥିବା କହିଛନ୍ତି ସେ।

3 ଦିନ ଧରି ଏହି ସତ୍ୟାଗ୍ରହ ସଭାରେ ଅନେକ ସଂଖ୍ୟାରେ ସ୍ଥାନୀୟ ଲୋକେ ଓ ଯୁବକ ସାମିଲ ରହିଛନ୍ତି । ସତ୍ୟାଗ୍ରହ କରୁଥିବା ଲୋକଙ୍କ ମନୋବଳ ବୃଦ୍ଧି କରାଇବା ସହ ଆନ୍ଦୋଳନରେ ଦୃଢମନା ହୋଇ ରହିବା ପାଇଁ କହିଛନ୍ତି ପପୁ।

Intro:समस्तीपुर योगी आदित्यनाथ का सीना तोड़ दूंगा जन अधिकार पार्टी के राष्ट्रीय अध्यक्ष सुप्रीमो पप्पू यादव सह पूर्व सांसद

सीएए एनआरसी और एनपीआर के विरोध में पिछले 10 जनवरी से संविधान बचाओ संघर्ष मोर्चा के बैनर तले समस्तीपुर में चल रहे अनिश्चितकालीन सत्याग्रह में शिरकत करने पहुंचे जन अधिकार पार्टी सुप्रीमो और पूर्व सांसद पप्पू यादव ने फिर एक विवादित बयान दिया है। उन्होंने सत्याग्रह सभा को संबोधित करते हुए कहा कि जिस तरीके से उत्तर प्रदेश के मुख्यमंत्री संविधान की शपथ लेने के बाद भी अल्पसंख्यकों के साथ ज्यादती कर रहे हैं इस पर उनका जी चाहता है कि मैं उनका सीना तोड़ दूं।

Body:कई बातों का जिक्र करते हुए पप्पू यादव ने कहा कि अब तो देश में जुल्मों सितम की इंतहा पार कर रही है ।लेकिन ताज्जुब की बात है कि आज जेएनयू और जामिया में छात्रों पर बर्बरता होने के बावजूद ना तो नीतीश लालू समेत बिहार के कई बड़े नेता और ना ही बिहारी छात्र इनके समर्थन में खुलकर आगे आ रहे है ।पप्पू यादव ने कहा कि अब तो मुझे खुद के बिहारी होने पर दुख और शर्म हो रहा है ।पप्पू यादव ने कन्हैया स्टाइल में आजादी के नारे भी खूब लगाए।

Conclusion: जिसका साथ सत्याग्रह में शामिल सभी विपक्षी पार्टियों के कार्यकर्ता और आम लोगों ने उत्साह से दिया। पप्पू यादव के भाषण के दौरान सैकड़ों लोगों का हुजूम मौके पर मौजूद रहा ।पप्पू यादव ने सत्याग्रह कर रहे लोगों को मजबूती से सत्याग्रह करने की सलाह दिया ।और उन्होंने कहा कि उनका समर्थन आपके साथ है। बिहार से लेकर केंद्र की सरकारों तक बात करने का भरोसा दिया ।अब देखना लाजमी है कि पिछले 3 दिनों से चल रहे अनिश्चितकालीन सत्याग्रह कब तक समाप्त होता है

बाईट: पप्पू यादव जाप राष्ट्रीय अध्यक्ष सह पूर्व सांसद
पीटीसी
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.