ETV Bharat / bharat

CAA ବିରୋଦ୍ଧରେ ବିକ୍ଷୋଭ ଜାରି, ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି - ସୁପ୍ରିମକୋର୍ଟ

CAA, NRC ଏବଂ NPR ବିଷୟରେ ଶାହିନବାଗରେ ପ୍ରଦର୍ଶନ ଜାରି | ସେପଟେ ଆଜି ବନ୍ଦ ରାସ୍ତା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ଏହି ପୁରା ମାମଲାରେ କୋର୍ଟ କ’ଣ ନିର୍ଦ୍ଦେଶ ଦେଉଛନ୍ତି। ଅଧିକ ପଢନ୍ତୁ...

continue in shaheenbagh over caa hearing today in supremecourt
CAA ବିରୋଦ୍ଧରେ ବିକ୍ଷୋଭ ଜାରି, ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି
author img

By

Published : Mar 23, 2020, 12:42 PM IST

ନୂଆଦିଲ୍ଲୀ: ଶାହିନ୍ ବାଗ ବିରୋଧ ପ୍ରଦର୍ଶନରେ ବନ୍ଦ ରାସ୍ତାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆଜି ଏହି ମାମଲାରେ କୋର୍ଟରେ ଶୁଣାଣି ଚାଲିଛି । ସୂଚନାଥାଉକି, ଆନ୍ଦୋଳନକାରୀଙ୍କ ସହ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ମଧ୍ୟସ୍ତିଙ୍କ/ ବୁଝାମଣାକାରୀଙ୍କ କଥାବାର୍ତ୍ତା ଏପର୍ଯ୍ୟନ୍ତ ବିଫଳ ରହିଛି ।

ଏଥି ସହିତ, ଶାହିନବାଗରେ ବିକ୍ଷୋଭକାରୀମାନେ CAA, NRC ଏବଂ NPR କୁ କ୍ରମାଗତ ବିରୋଧ କରୁଛନ୍ତି । ତେବେ ଏହି ବିକ୍ଷୋଭ ଯୋଗୁଁ ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବ୍ୟାହତ ହୋଇଛି। ଯଦ୍ବାରା ଦିଲ୍ଲୀ-ଏନସିଆରର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ବରିଷ୍ଠ ପରାମର୍ଶଦାତା ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନଙ୍କୁ ବୁଝାମଣାକାରୀ ଭାବରେ ନିଯୁକ୍ତ କରାଯାଇଥିଲା । ଯାହା ଫଳରେ ସେମାନେ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ସାମାଧାନର ରାସ୍ତା ବାହାର କରିପାରିବେ । ଯାହାକି ଏଯାବତ୍ ଅସଫଳ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.