ETV Bharat / bharat

ଆସୁଛି ଧାରାବାହିକ ‘କ୍ୟୁଁ କି ମନ୍ତ୍ରୀ ଭି କଭି ଗ୍ରାଜୁଏଟ ଥି’ !!

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ଦିନରୁ ପ୍ରଶ୍ନ ଉଠିଥିବାବେଳେ ଏନେଇ ଖୁଲାସା କରିଛନ୍ତି ନିଜେ ସ୍ମୃତି। ସେ କେବଳ ଦ୍ବାଦଶ ପର୍ଯ୍ୟନ୍ତ ପଢିଛନ୍ତି ବୋଲି ମାନିଥିବାବେଳେ ବିରୋଧୀ ଏହାର ମଜା ନେଇଛନ୍ତି। ପ୍ରିୟଙ୍କା ସ୍ମୃତିଙ୍କ ଅଭିନୀତ ଧାରାବାହିକ 'କ୍ୟୁଁ କି ଶାଶ ଭି କଭି ବୋହୂ ଥି'କୁ ଆଧାର କରି ଖୁଲମଖୁଲା ଭାବରେ 'କ୍ୟୁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ ଥି' କହି ସିଧାସଳଖ ସ୍ମୃତିଙ୍କୁ ମାରିଛନ୍ତି ବାଣ।

ଫାଇଲ ଫଟୋ
author img

By

Published : Apr 12, 2019, 3:24 PM IST

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସିଧା ସଳଖ ଟାର୍ଗେଟ କଲେ କଂଗ୍ରେସ ମୁଖମାତ୍ର ପ୍ରିୟଙ୍କା ଚତୁର୍ବେଦୀ । ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇବା ସହ କମେଣ୍ଟ ମଧ୍ୟ ମାରିଛି କଂଗ୍ରେସ । ନୂଆ ଧାରାବାହିକ 'କ୍ୟୁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ ଥି' କହି ସିଧାସଳଖ ସ୍ମୃତିଙ୍କୁ ବାଣ ମାରିଲେ ପ୍ରିୟଙ୍କା।

  • Congress' Priyanka Chaturdevi: Smriti Irani ji ne apne educational qualifications ko lekar ek cheez kaayam ki hai ki kis tareeke se graduate se 12th class ke ho jaate hain, wo Modi sarkar se hi aur Modi sarkar mein hi mumkin hai. https://t.co/gNO7ebCCV2

    — ANI (@ANI) April 12, 2019 " class="align-text-top noRightClick twitterSection" data=" ">

ପ୍ରିୟଙ୍କା ପୁଣି କହିଛନ୍ତି, ଶିକ୍ଷାଗତ ଯୋଗ୍ୟତାର ମଧ୍ୟମ ରୂପ ବଦଳେ । ଗୋଟେ ଡିଗ୍ରୀ ଆସିଲେ ଆଉ ଏକ ଡିଗ୍ରୀ ଯାଏ । ନୂଆ ନୂଆ ଡିଗ୍ରୀ ସାର୍ଟିଫିକେଟ ପାଇଁ ନୂଆ ନୂଆ ଆଫିଡେବିଟ ମଧ୍ୟ କରାଯାଏ । ପ୍ରିୟଙ୍କା କହିଛନ୍ତି, 'ସ୍ମୃତି ଇରାନୀ ଜୀ ନିଜର ଶିକ୍ଷାଗତ ପ୍ରମାଣପତ୍ରକୁ ନେଇ ଗୋଟେ ସଫଳତା ପାଇଛନ୍ତି । କିଭଳି ଡିଗ୍ରୀ ହାସଲ କରିବା ପରେ ପୁଣି ଦ୍ବାଦଶ ଶ୍ରେଣୀରେ ପାଠ ପଢାଯାଏ, ତାହା କେବଳ ମୋଦି ସରକାରଙ୍କ ପାଖରେ ସମ୍ଭବ ।'

Intro:Body:

xsbvfbgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.