ETV Bharat / bharat

ଚନ୍ଦ୍ରବାବୁଙ୍କ ସହ ସ୍ୱର ମିଳାଇଲେ ରାହୁଲ - SPECIAL STATUS

ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଟିଡିପି ସହ ସ୍ୱର ମିଳାଇଲା କଂଗ୍ରେସ । ଦିଲ୍ଲୀରେ ଦିନିକିଆ ଅନଶନର ବସିଥିବା ଟିଡିପି ସୁୁପ୍ରିମୋଙ୍କ ସମାବେଶକୁ ଯାଇ ରାହୁଲ ସମର୍ଥନ କରିବା ସହ କେନ୍ଦ୍ରରେ ଶାସକ ଦଳ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 11, 2019, 12:23 PM IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ୱର ମିଳାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ସେ ନିଜେ ଏହାକୁ ପୁରଣ କରୁନାହାନ୍ତି । ତେଣୁ ସେ ପ୍ରଧାନମନ୍ତ୍ରୀ ପଦର ଗାରିମା ନଷ୍ଟ କରିଥିବା ରାହୁଲ କହିଛନ୍ତି।

  • Delhi: Congress President Rahul Gandhi at the Andhra Pradesh CM N Chandrababu Naidu's day-long hunger strike against the central government. pic.twitter.com/rKCjz9wz2l

    — ANI (@ANI) February 11, 2019 " class="align-text-top noRightClick twitterSection" data=" ">
undefined
  • Congress President Rahul Gandhi: I stand with the people of Andhra Pradesh. What kind of a PM is he? He did not fulfill the commitment made to the people of Andhra Pradesh. Mr Modi, tells a lie wherever he goes. He has got no credibility left. pic.twitter.com/LdW5923O4T

ଦିଲ୍ଲୀର ଆନ୍ଧ୍ରଭବନ ଆଗରେ ଦିନିକିଆ ଉପବାସରେ ବସି 'ଧର୍ମ ପୋରତ ଦୀକ୍ଷା' ପାଳନ କରୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ କେନ୍ଦ୍ରର ଆଭିମୁଖ୍ୟକୁ ବିରୋଧ କରି ଦିନିକିଆ ଉପବାସରେ ବସି ପ୍ରତିବାଦ କରୁଛନ୍ତି। ଏହି ଧାରଣାରେ ଟିଡିପି ସମେତ ମୋଦି ବିରୋଧୀ ଦଳ ଓ ନେତା ମଧ୍ୟ ସାମିଲ ହୋଇଛନ୍ତି।

Intro:Body:

ଚନ୍ଦ୍ରବାବୁଙ୍କ ସହ ସ୍ବର ମିଳାଇଲେ ରାହୁଲ

ନୂଆଦିଲ୍ଲୀ: ଆନ୍ଧ୍ରକୁ ସ୍ପେଶାଲ ଷ୍ଟାଟସ ଦାବି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସ୍ବର ମିଳାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ସ୍ପୋଶାଲ ଷ୍ଟାଟସ ନେଇ ପ୍ରତିଶୃତି ଦେଇଥିଲେ । ହେଲେ ସେ ନିଜେ ଏହାକୁ ପୁରଣ କରୁନାହାନ୍ତି । ତେଣୁ ସେ ପ୍ରଧାନମନ୍ତ୍ରୀ ପଦର ଗାରିମା ନଷ୍ଟ କରିଥିବା ରାହୁଲ କହିଛନ୍ତି ।

ଦିଲ୍ଲୀର ଆନ୍ଧ୍ରଭବନ ଆଗରେ ଦିନିକିଆ ଉପବାସରେ ବସି 'ଧର୍ମ ପୋରତ ଦୀକ୍ଷା' ପାଳନ କରୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସ୍ପେଶାଲ ଷ୍ଟାଟସ ମାନ୍ୟତା ଦାବିରେ କେନ୍ଦ୍ରର ଆଭିମୁଖ୍ୟକୁ ବିରୋଧ କରି ଦିନିକିଆ ଉପବାସରେ ବସି ପ୍ରତିବାଦ କରୁଛନ୍ତି ।

ଏହି ଧାରଣାରେ ଟିଡିପି ସମେତ ମୋଦି ବିରୋଧୀ ଦଳ ଓ ନେତାମାନେ ସାମିଲ ହୋଇଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.