ETV Bharat / bharat

ଦୋଷ ମୁଣ୍ଡାଇଲେ, ମୋଦିଙ୍କୁ ଶୁଭେଚ୍ଛା ଦେଲେ - congratulate

ନରେନ୍ଦ୍ର ମୋଦି ଓ ବିଜେପିକୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 23, 2019, 7:00 PM IST

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଓ ବିଜେପିକୁ ପ୍ରେସମିଟ ଜରିଆରେ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ । ଜନତାଙ୍କ ରାୟକୁ ମୁଁ ସ୍ବାଗତ କରୁଛି, ସମ୍ମାନ କରୁଛି ବୋଲି କହିଛନ୍ତି ରାହୁଲ । ଏହାସହ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନିଜ ମନୋବଳ ନ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି ।

ଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି କଂଗ୍ରେସର ବିଚାରାଧାରା ଉପରେ ଲୋକେ ବିଶ୍ବାସ କରନ୍ତି । ତେଣୁ ମନୋବଳ ନଭାଙ୍ଗି ଲଢିବାକୁ କହିଛନ୍ତି ରାହୁଲ ଗାନ୍ଧୀ । ଏହାସହ ଦଳ ହାରିବା ନେଇ ନିଜକୁ ସମ୍ପୂର୍ଣ୍ଣ ଭାବରେ ସେ ଦାୟୀ କରିଛନ୍ତି ।

ଏହାସହ ଆମେଥୀରେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି ରାହୁଲ । ବିଜୟ ପାଇଁ ସ୍ମୃତି ଜଣାଇଛନ୍ତି ଅଭିନନ୍ଦନ । ଆମେଥୀବାସୀଙ୍କ ବିଶ୍ବାସ ଜିତି କାର୍ଯ୍ୟ କରିବାକୁ ସେ ସ୍ମୃତି ଇରାନୀଙ୍କୁ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.