ETV Bharat / bharat

ମେଣ୍ଟ କରିବ କଂଗ୍ରେସ - election,

ଓଡିଶାରେ ମେଣ୍ଟ ପାଇଁ କଂଗ୍ରେସର ମହାପ୍ରସ୍ତୁତି। ଛୋଟ ଛୋଟ ଦଳ ସହ ମେଣ୍ଟ କରି 2019 ନିର୍ବାଚନୀ ମଇଦାନକୁ ଓହ୍ଲାଇବ କଂଗ୍ରେସ। ଆସନ୍ତାକାଲି ପ୍ରସ୍ତୁତ ହୋଇପାରେ ଚୂଡାନ୍ତ ରୂପରେଖ।

ଫାଇଲ ଫଟୋ
author img

By

Published : Mar 1, 2019, 2:35 PM IST

ଭୁବନେଶ୍ୱର: ଓଡିଶାରେ ମେଣ୍ଟ ପାଇଁ କଂଗ୍ରେସର ମହାପ୍ରସ୍ତୁତି। ଛୋଟ ଛୋଟ ଦଳ ସହ ମେଣ୍ଟ କରି 2019 ନିର୍ବାଚନୀ ମଇଦାନକୁ ଓହ୍ଲାଇବ କଂଗ୍ରେସ। ଆସନ୍ତାକାଲି ପ୍ରସ୍ତୁତ ହୋଇପାରେ ଚୂଡାନ୍ତ ରୂପରେଖ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

ନିରଞ୍ଜନ କହିଛନ୍ତି ଯେ ଶନିବାର ସିପିଆଇ, ସିପିଏମ ଏବଂ ଜେଏମଏମ ସହ ବୈଠକ ବସିବ । ମେଣ୍ଟ ନେଇ ଆଲୋଚନା କରାଯିବ । ଶାସକ ବିଜେଡିକୁ ମାତ ଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ । ବୈଠକରେ ସବୁ ଦଳର ମୁଖ୍ୟ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ଓଡିଶାରେ ମେଣ୍ଟ ପାଇଁ କଂଗ୍ରେସର ମହାପ୍ରସ୍ତୁତି। ଛୋଟ ଛୋଟ ଦଳ ସହ ମେଣ୍ଟ କରି 2019 ନିର୍ବାଚନୀ ମଇଦାନକୁ ଓହ୍ଲାଇବ କଂଗ୍ରେସ। ଆସନ୍ତାକାଲି ପ୍ରସ୍ତୁତ ହୋଇପାରେ ଚୂଡାନ୍ତ ରୂପରେଖ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

ନିରଞ୍ଜନ କହିଛନ୍ତି ଯେ ଶନିବାର ସିପିଆଇ, ସିପିଏମ ଏବଂ ଜେଏମଏମ ସହ ବୈଠକ ବସିବ । ମେଣ୍ଟ ନେଇ ଆଲୋଚନା କରାଯିବ । ଶାସକ ବିଜେଡିକୁ ମାତ ଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ । ବୈଠକରେ ସବୁ ଦଳର ମୁଖ୍ୟ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।

SLUG-CM VISIT PREPARATORY
FORMAT-PKG
REPORT- HARIHARA PATTNAIK
PLACE-GAJAPATI
DATE-27.02.2019
ଆଙ୍କର-ମୁଖ୍ୟମନ୍ତ୍ରୀ ଗୁରୁବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି  । ଏହି ସମୟରେ 630କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ । ଏହା ସହ ଗାରାବନ୍ଧ ଠାରେ ଆୟୋଜିତ କାଳିଆ ସମାବେଶରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଏହି ସମୟରେ ହେବାକୁ ଥିବା ଜନ ସମାବେଶକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି  ।...................
ଭିଓ 01-ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧବାର ଗଜପତି ଜିଲ୍ଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ  । ଏହାପରେ ସେ ସିଧା ସାର୍କିଟ ହାଉସକୁ ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ କିଛି ସମୟ ବିଶ୍ରାମ ନେବେ  । ଅପରାହ୍ନ 3ଟା ବେଳେ ପୁଣି ହେଲିକପ୍ଟର ଯୋଗେ ଯାଇ ଗୋଷାଣି ବ୍ଲକ ଗାରାବନ୍ଧ ଠାରେ ପ୍ରସ୍ତୁତ କାଳିଆ ସବେଶ ପଡିଆ ନିକଟରେ ନିର୍ମିତ ହେଲିପୟାଡରେ ଅବତରଣ କରି ସମାବେଶରେ ଯୋଗଦେବେ  । ଏହି ସମୟରେ ସେ ପ୍ରାଯ 2ଶହ କୋଟି ଲେଖାଏଁ ବ୍ୟୟରେ ନିର୍ମିତ କାଶୀନଗରରୁ ଗୁମ୍ମା ଏବଂ ହରଭାଙ୍ଗି ପ୍ରକଳ୍ପରୁ ମୋହନାକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମେତ ଆଉ କିଛି ଉନ୍ନଯନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ଉପସ୍ଥିତ ପ୍ରାୟ 50ହଜାର ଚାଷୀଙ୍କୁ କାଳିଆ ଯୋଜଡନା ସଂପର୍କରେ କହିବା ସହ ଏହାର ଫାଇଗା ନେବାକୁ ଆହ୍ବାନ ଜଣାଇବେ । ଏହି ସମାବେଶରେ ଯୋଗଦେବାକୁ ଆସୁଥିବା ଚାଷୀଙ୍କ ପାଇଁ ଯାତାୟତ, ଖାଦ୍ୟ ଏବଂ ପାନୀଯର ସମସ୍ତ ବନ୍ଦୋବସ୍ତ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ଆୟୋଜନ ତଦାରଖ ପାଇଁ ଏଠାରେ ଗତ ଦୁଇଦିନ ହେଲା ଡେରା ପକାଇଥିବା ବିଜେଡି ଉପସଭାପତି ପ୍ରତ୍ୟକ୍ଷ ଭାବେ ଆୟୋଜନ ସଂପର୍କରେ ବୁଝାସୁଝା କରୁଛନ୍ତି  ।.............................
ବାଇଟ 01-ଚଞ୍ଚଲ ରାଣା(ପିଡି,ଡିଆରଡିଏ,ଗଜପତି)
ବାଇଟ 02-ଚନ୍ଦ୍ରଶେଖର ସାହୁ(ବିଜେଡି ଉପସଭାପତି)
ଭିଓ 02-ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦୁଇ ଦୁଇଟି ହେଲିପ୍ୟାଡ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ 3ଘଂଟା ଧରି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ରହିବେ  ।  ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ଏହି ସମୟରେ ହେବାକୁ ଥିବା ଜନଗହଳିକୁ ଦୃଷ୍ଚିରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ 15ପ୍ଲାଟୁନ ପୋଲିସ ଫୋର୍ସ ସହ 50ରୁ ଅଧିକ ପୋଲିସ ଅଧିକାରୀ ଏଥିରେ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି  ।.................... 
ବାଇଟ 03-ସାରା ଶର୍ମା(ଏସପି,.ଗଜପତି)
ଫାଭିଓ-ମୁଖ୍ୟମନ୍ତ୍ରୀ ଅନେକ ଥର ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି । ହେଲେ ପ୍ରଥମ ଥର ପାଇଁ ଜିଲ୍ଲାରେ ଏତେ ସମୟ ଧରି ରହିବେ । ତେଣୁ ଏହି ସମୟରେ ଯେମିତି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ  ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି  । .......................
..................ଗଜପତିରୁ  ହରିହର ପଟନାୟକ ଇଟିଭି ନ୍ୟୁଜ  ।.................









For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.