ETV Bharat / bharat

‘ପଙ୍ଗପାଳ ମୁକାବିଲା ପାଇଁ ସରକାର ରାଜ୍ୟ ଓ କୃଷକଙ୍କୁ ସାହାଯ୍ୟ କରନ୍ତୁ’

author img

By

Published : Jun 27, 2020, 7:22 PM IST

ଦେଶର ଅନେକ ରାଜ୍ୟରେ ପଙ୍ଗପାଳ ଆତଙ୍କ ସୃଷ୍ଟି । ଅନେକ ସହରରେ ପଙ୍ଗପାଳ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପଙ୍ଗପାଳ ଆତଙ୍କ ସୃଷ୍ଟି ହୋଇଛି । ହେକ୍ଟର ହେକ୍ଟର ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ପଙ୍ଗପାଳ ସହ ମୁକାବିଲା କରିବାରେ କେନ୍ଦ୍ର ସରକାର ରାଜ୍ୟ ତଥା କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ ପଙ୍ଗପାଳ ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରରେ ଫସଲ ନଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ସଙ୍କଟ ସମୟରେ ଏହି ରାଜ୍ୟ ତଥା କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ୍।

ତେବେ ପଙ୍ଗପାଳର ଏକ ବଡ ଦଳ ହରିୟାଣାର ପଲୱଲ ଆଡକୁ ଗତି କରୁଛନ୍ତି ଓ ଏକ ଛୋଟ ଦଳ ଜାସୋଲା, ଭାଟି ଅଭିମୁଖେ ଗତି କରୁଛନ୍ତି। ସେଠାରେ ଜଙ୍ଗଲ ବିଭାଗର ସମ୍ପୂର୍ଣ୍ଣ କ୍ଷେତ୍ର ରହିଛି । ଏହାକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଡ୍ରମ୍ ଓ ଡିଜେ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.