ETV Bharat / bharat

CAA ଲାଗୁ କରିବାକୁ ମନା କରିବା ଅସାମ୍ବିଧାନିକ: କପିଲ ସିବ୍ବଲ - kapil sibal on caa

ସିଏଏକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ । ଆଇନ ସଂସଦରେ ପାରିତ ହୋଇଛି । ତେଣୁ ସିଏଏକୁ ଲାଗୁ ନକରିବା ଅସାମ୍ବିଧାନିକ ହେବ ବୋଲି ନିଜେ ମାନିଛନ୍ତି କପିଲ । ଅଧିକ ଖବର ଜାଣନ୍ତୁ...

CAA ଲାଗୁ କରିବାକୁ ମନା କରିବା ଅସମ୍ବିଧାନିକ: କପିଲ ସିବଲ

author img

By

Published : Jan 18, 2020, 9:52 PM IST

ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧର ସ୍ଥିତି । ସରକାର ଓ ବିରୋଧୀ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳୁଛି । ଅନେକ କଂଗ୍ରେସ ଶାସିତ ରାଜ୍ୟ ଏହି ଆଇନକୁ ଲାଗୁ ନକରିବା ନେଇ ସରକାରଙ୍କୁ ଚେତାବନୀ ମଧ୍ୟ ଦେଉଛନ୍ତି । ଏପରି ସମୟରେ ସିଏଏକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ । ସିଏଏକୁ ଲାଗୁ ନକରିବା ଅସାମ୍ବିଧାନିକ ହେବ ବୋଲି ନିଜେ ମାନିଛନ୍ତି କପିଲ ।

କେରଳର ଲିଟରେଚର ଫେଷ୍ଟିଭାଲରେ ଯୋଗଦେଇ କଂଗ୍ରେସ ନେତା ସିବ୍ବଲ କହିଛନ୍ତି ଯେ ସିଏଏ ସଂସଦରୁ ପାରିତ ହୋଇଛି । ତେଣୁ କୌଣସି ବି ରାଜ୍ୟ ଏହି ଆଇନ ଲାଗୁ କରିବାକୁ ମନା କରିପାରିବେ ନାହିଁ । ଆଇନକୁ ଲାଗୁ କରିବାକୁ ମନା କରିବା ଅସାମ୍ବିଧାନିକ ବୋଲି ମତ ଦେଇଛନ୍ତି ସିବ୍ବଲ । ପୂର୍ବରୁ କେରଳ ଓ ପଞ୍ଜାବର କ୍ଷମତାସୀନ କଂଗ୍ରେସ ସରକାର ନାଗରିକତା ସଂଶୋଧନ ଆଇନ ଲାଗୁ ନକରିବା ନେଇ ସରକାରଙ୍କୁ ଚେତାବନୀ ଦେଇଥିଲେ ।

Intro:slug-Kabi Kanthe Jagannatha
format-avo
reporter-Gyanaranjan ojha
place-jajpur
date-14.07.19
anchor---ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁରଠାରେ କବି ଭକ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ କବି କଣ୍ଠେ ଜଗନ୍ନାଥ ଶୀର୍ଷକ ଆଧ୍ୟାତ୍ମିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସରେ ସମ୍ବାଦର ଯାଜପୁର ସଂସ୍କରଣ ସହ-ସମ୍ପାଦକ ଡକ୍ଟର ଚିତରଂଜନ ବେହେରା,ସାହିତ୍ୟିକ ଡକ୍ଟର ଭାଗ୍ୟଧର ସାହୁ,ବାଲିଚନ୍ଦ୍ରପୁରଥାନ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡିଆ କବିତାରେ ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସମ୍ପର୍କରେ ବର୍ଣନା କରିଥିଲେ । ଏହି ଅବସରରେ ଅନେକ ପ୍ରତିଭାଧରମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।
Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.