ETV Bharat / bharat

ମହରମର ଶୁଭେଚ୍ଛା ଜଣାଇ ଲୋକହସା ଦିଗବିଜୟ

author img

By

Published : Sep 11, 2019, 1:56 PM IST

ମହରମ ଅବସରରେ ଦିଗବିଜୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଟ୍ରୋଲର ଶିକାର ହୋଇଛନ୍ତି । ଯାହାକୁ ନେଇ ଦିଗବିଜୟଙ୍କୁ ସୋସିଆଲ ମିଡିଆରେ ଘେରିବା ସହ ଲୋକେ କଡା ସମାଲୋଚନା କରିଛନ୍ତି ।

ଫାଇଲ ଫଟୋ

ଭୋପାଳ: ଟ୍ରୋଲ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହକୁ ସୋସିଆଲ ମିଡିଆରେ ଘେରିଛନ୍ତି ଲୋକେ । ସେ ମହରମ ନେଇ କରିଥିବା ଏକ ଟ୍ବିଟକୁ ନେଇ ଟ୍ରୋଲ ହୋଇଛନ୍ତି ।

  • "शहीद दिवस" को राजा जी आप
    "पावन अवसर" कैसे लिख सकते हो ?

    — Ameer Haider Zaidi (@zaidicpi) September 10, 2019 " class="align-text-top noRightClick twitterSection" data=" ">

ସେ ମୁସଲମାନ ସମ୍ପ୍ରଦାୟଙ୍କୁ ମହରମ ଅବସରରର ଶୁଭେଚ୍ଛା ଦେବାକୁ ଯାଇ, ମହରମକୁ ପବିତ୍ର ଦିନ କହିବା ସହ ମୁସଲମାନ ଭାଇ ଭଉଣୀଙ୍କୁ ସଲାମୀ ଜଣାଇଥିଲେ। ଯାହାକୁ ନେଇ ଦିଗବିଜୟଙ୍କୁ ସୋସିଆଲ ମିଡିଆରେ ଘେରିବା ସହ ଲୋକେ କଡା ସମାଲୋଚନା କରିଛନ୍ତି ।

  • सभी मुस्लिम भाईयों और बहनों को मुहर्रम के पावन अवसर पर हमारी सलाम।

    — digvijaya singh (@digvijaya_28) September 10, 2019 " class="align-text-top noRightClick twitterSection" data=" ">

ମଙ୍ଗଳବାର ମହରମ ଅବସରରେ ଦିଗବିଜୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖିଥିଲେ,"ମହୋରମ ଭଳି ପବିତ୍ର ଅବସରରେ ମୋର ସମସ୍ତ ମୁସଲିମ ଭାଇ ଭାଉଣୀଙ୍କୁ ଶୁଭେଚ୍ଛା ସହ ସଲାମୀ "। ଯାହାକୁ ନେଇ ଲୋକେ ଦିଗବିଜୟଙ୍କୁ ଟାର୍ଗେଟ କରିବା ସହ ମନେ ପକାଇ ଦେଇଥିଲେ ଏହା ପବିତ୍ର ଅବସର ନୁହେଁ ବଂର ମୁସଲମାନଙ୍କ ପାଇଁ ଦୁଃଖ ଓ ବଳିଦାନର ଦିନ ହୋଇଥାଏ।

Intro:Body:

digvijay

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.