ETV Bharat / bharat

କୋରୋନାକୁ ହରାଇଲେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କ ସମେତ 3 ପୋଲିସ ଅଧିକାରୀ - COVID-19 infection

ଗତ ଗୁରୁବାର ହାଇଦ୍ରାବାଦରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସମେତ ତିନିଜଣ ବରିଷ୍ଠ ପୋଲିସ ଅଧିକାରୀ କୋରୋନାରେ ସୁସ୍ଥ ହୋଇଛନ୍ତି ।

corona recovery
କୋରୋନାକୁ ହରାଇଲେ କଂଗ୍ରେସ ନେତାଙ୍କ ସମେତ 3 ପୋଲିସ ଅଧିକାରୀ
author img

By

Published : Jul 3, 2020, 10:18 AM IST

ହାଇଦ୍ରାବାଦ: କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସମେତ ତିନିଜଣ ବରିଷ୍ଠ ପୋଲିସ ଅଧିକାରୀ କୋରୋନାରେ ସୁସ୍ଥ ହୋଇଛନ୍ତି । ଗତ ଗୁରୁବାର ତେଲେଙ୍ଗାନାରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସମେତ ତିନିଜଣ ବରିଷ୍ଠ ପୋଲିସ ଅଧିକାରୀ କୋରୋନାରେ ସୁସ୍ଥ ହୋଇଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭି ହନୁମାନଥା ରାଓ କୋରୋନାରେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେହିପରି ତେଲେଙ୍ଗାନା ପୋଲିସ ଅଧିକାରୀ ଶିଖା ଗୋଏଲ, ଡିଏସ ଚୌହାନ ଏବଂ ହାଇଦ୍ରାବାଦ ନଗର ପୋଲିସର ତରୁଣ ଯୋଶୀ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ଏହି ଅଧିକାରୀମାନେ ସାହସର ସହ କୋରୋନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓଏପି) ର ନୀତି ଅନୁସରଣ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପୋଲିସ ଅଧିକାରୀ କହିଛନ୍ତି। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ସେମାନଙ୍କୁ ସଫଳ ଆରୋଗ୍ୟ ଏବଂ ପୁଣଇ କାର୍ଯ୍ୟରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.