ETV Bharat / bharat

'ଅବ ହୋଗା ନ୍ୟାୟ': ନିର୍ବାଚନୀ ସ୍ଲୋଗାନ ଲଞ୍ଚ କଲା କଂଗ୍ରେସ - slogan

କଂଗ୍ରେସର ଏହି 'ନ୍ୟାୟ'ର ଅର୍ଥ ହେଉଛି ସର୍ବନିମ୍ନ ଆୟ ଯୋଜନା । ମୁଖ୍ୟତଃ ଦଳ ଏହି 'ନ୍ୟାୟ' ଭରସାରେ ହିଁ ଗରିବଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ କରୁଛି । ଦଳର ଇସ୍ତାହାର ପତ୍ରରେ ମଧ୍ୟ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଉପଲବ୍ଧ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି ।

ଫଟୋ ସୌଜନ୍ୟ:@Congress
author img

By

Published : Apr 7, 2019, 6:12 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୧ରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା । ଏହାପୂର୍ବରୁ ଜୋରଦାର ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ନୂଆ ନୂଆ ନାରା ଦେଉଛନ୍ତି ବିଭିନ୍ନ ଦଳ । ଏହି କ୍ରମରେ କ୍ଷମତାରେ ଫେରିବାର ବାଟ ଦେଖୁଥିବା କଂଗ୍ରେସ ଜାରି କରିଛି ଲୋକସଭା ନିର୍ବାଚନ ପାଇଁ ନୂଆ ନାରା ଓ ଥିମ ସଙ୍ଗ । 'ଅବ ହୋଗା ନ୍ୟାୟ' ସାହାରାରେ ୨୦୧୯ର ବୈତରଣୀ ପାର ହେବାକୁ ଜୋରସରରେ ଲାଗିଛି କଂଗ୍ରେସ ।

କଂଗ୍ରେସର ଏହି 'ନ୍ୟାୟ'ର ଅର୍ଥ ହେଉଛି ସର୍ବନିମ୍ନ ଆୟ ଯୋଜନା । ମୁଖ୍ୟତଃ ଦଳ ଏହି 'ନ୍ୟାୟ' ଭରସାରେ ହିଁ ଗରିବଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ କରୁଛି । ଦଳର ଇସ୍ତାହାର ପତ୍ରରେ ମଧ୍ୟ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଉପଲବ୍ଧ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି ।

କଂଗ୍ରେସ ପ୍ରଚାର ସମିତିର ଅଧ୍ୟକ୍ଷ ଆନନ୍ଦ ଶର୍ମା କହିଛନ୍ତି ଯେ ଆମର ଏହି ଅଭିଯାନ ନ୍ୟାୟ ଉପରେ ଆଧାରିତ । ଦେଶ ନ୍ୟାୟ ଦାବି କରୁଛି । ଯୁବବର୍ଗଙ୍କ ରୋଜଗାର ପାଇଁ, ଚାଷୀଙ୍କ ସଠିକ ମୂଲ୍ୟ ପାଇଁ, ମହିଳାଙ୍କ ସୁରକ୍ଷା ପାଇଁ ନ୍ୟାୟ ଦାବି କରାଯାଉଛି । କାମ, ଦାମ ଓ ସମ୍ମାନ ପାଇଁ ହେଉଛି ନ୍ୟାୟ ।

Intro:Body:

lasklkla

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.