ETV Bharat / bharat

'50ଟି ଆସନ ପାଇଁ ସଂଘର୍ଷ କରୁଛି କଂଗ୍ରେସ' - କଂଗ୍ରେସ

ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଭଟିନ୍ଦାରେ ଜନସଭା କରିବା ସହିତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସମଗ୍ର ଦେଶରେ 50ଟି ଆସନ ପାଇଁ ସଂଘର୍ଷ କରୁଛି ବୋଲି ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 14, 2019, 8:50 AM IST

ନୂଆଦିଲ୍ଲୀ: ଦେଶରେ ଶେଷ ପର୍ଯ୍ୟାୟ ମତଦାନ ମେ 19ରେ ହେବ । ଏଥିପାଇଁ ଜୋରଦାର ନିର୍ବାଚନୀ ପ୍ରଚାର ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଭଟିନ୍ଦାରେ ଜନସଭା କରିବା ସହିତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

କଂଗ୍ରେସ ସମଗ୍ର ଦେଶରେ 50ଟି ଆସନ ପାଇଁ ସଂଘର୍ଷ କରୁଛି ବୋଲି ମୋଦି କହିଛନ୍ତି । ଏଥି ସହିତ ମୋଦି ଶିଖ୍ ବିରୋଧୀ ଦଙ୍ଗା କଥା ଉଠାଇଥିବା ବେଳେ ଦଙ୍ଗାକୁ 35 ବର୍ଷ ବିତି ଯାଇଥିଲେ ବି କଂଗ୍ରେସର କର୍ମ ପାଇଁ ଆଜି ପର୍ଯ୍ୟନ୍ତ ଦଙ୍ଗା ପୀଡିତଙ୍କୁ ନ୍ୟାୟ ମିଳିପାରି ନାହିଁ ବୋଲି ମୋଦି କହିଛନ୍ତି ।

ଚୌକିଦାର ଦେଶର ଜନତାଙ୍କୁ ପ୍ରତିଶୃତି ଦେଇଥିବା ବେଳେ ବାଦଲ ସାହେବଙ୍କ ଆଶୀର୍ବାଦରୁ ଦଙ୍ଗାରେ ଜଡିତ ଜଣେ ଅଭିଯୁକ୍ତକୁ ଫାଶି ଦିଆଯିବା ସହିତ କିଛି ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇ ପାରିଥିବାରୁ ମନକୁ ସନ୍ତୋଷ ମିଳି ପାରୁଥିବା ମୋଦି କହିଛନ୍ତି । ବାକି ଅଭିଯୁକ୍ତଙ୍କୁ ବହୁତ ଶୀଘ୍ର ଫାଶି ଖୁଣ୍ଟ ଯାଏ ପହଞ୍ଚାଯିବ ବୋଲି ମୋଦି କହିଛନ୍ତି ।

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.