ETV Bharat / bharat

ଆମକୁ ସଂଘର୍ଷ କରିବାକୁ ହେବ: ପ୍ରିୟଙ୍କା ଗାନ୍ଧୀ

author img

By

Published : Feb 12, 2020, 8:53 PM IST

ଦିଲ୍ଲୀ ନିର୍ବାଚନ ଫଳାଫଳରେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଦଳକୁ ସଂଘର୍ଷ କରିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Congress General Secretary Priyanka Gandhi Vadra on Delhi Election Results
ଆମକୁ ସଂଘର୍ଷ କରିବାକୁ ହେବ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳରେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଦଳକୁ ସଂଘର୍ଷ କରିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି, ‘ଜନତା ଯାହା କରିଛନ୍ତି, ଠିକ କରିଛନ୍ତି । ଏହା ଆମ ପାଇଁ ସଂଘର୍ଷର ସମୟ । ଆମକୁ ବହୁତ ସଂଘର୍ଷ କରିବାକୁ ହେବ ଓ ଆମେ କରିବୁ ମଧ୍ୟ ।’

ଦିଲ୍ଲୀ ନିର୍ବାଚନରେ କଂଗ୍ରେସ 66 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ, ଗୋଟିଏ ଆସନରେ ଖାତା ଖୋଲିପାରିନାହିଁ । ଯାହାକୁ ନେଇ କଂଗ୍ରେସ ମାନସ ମନ୍ଥନ କରୁଛି । ଆମ ଆଦମୀ ପାର୍ଟି 62ଟି ଆସନ ହାସଲ କରିଥିବା ବେଳେ ବିଜେପି ମାତ୍ର 8ଟି ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.