ETV Bharat / bharat

ବିଜୟୀଙ୍କୁ ମମତାଙ୍କ ଶୁଭେଚ୍ଛା ବାର୍ତ୍ତା

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଅନ୍ୟପଟେ ପରାଜୟୀଙ୍କ ପାଇଁ ଆହୁରି ସୁଯୋଗ ରହିଛି ବୋଲି ମମତା କହିଛନ୍ତି ।

ଫାଇଲ ଫଟୋ
author img

By

Published : May 23, 2019, 4:47 PM IST

Updated : May 23, 2019, 5:12 PM IST

ନୂଆଦିଲ୍ଲୀ: ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ନାଁ ନନେଇ ବିଜୟୀ ଲାଭ କରିଥିବା ପ୍ରାର୍ଥୀଙ୍କୁ ମମତା ଶୁଭେଚ୍ଛା ଜଣାଇଛନ୍ତି ।

"ସମସ୍ତ ବିଜୟୀଙ୍କୁ ଶୁଭେଚ୍ଛା, ହାରିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଶେଷ ସୁଯୋଗ ନ ଥିଲା । ଯଥେଷ୍ଟ ସମୀକ୍ଷା ପରେ ଆମେ ମତାମତ ସାମ୍ନାରେ ରଖିବୁ । ବର୍ତ୍ତମାନ ଗଣତି ପ୍ରକ୍ରିୟାକୁ ପୂର୍ଣ୍ଣ ହେବାକୁ ଦିଆଯାଉ। ଏବଂ ଇଭିଏମ ସହିତ ଭିଭିପାଟ ସ୍ଲିପ୍ ମେଳ ହେଉ।'' ବୋଲି ମମତା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।

ମଧ୍ୟ୍ୟାହ୍ନ ସମୟରେ ଭୋଟିଂ ରେଜଲ୍ଟ ଆସିବା ସହ ବିଜେପି ଶାସିତ ଏନଡିଏ ପୁନର୍ବାର ତାର ପୂର୍ବ କ୍ଷମତାକୁ ଫେରିଆସିଥିବା ଦେଖି ମମତା ନିଜର ଏହି କମେଣ୍ଟ ରଖିଛନ୍ତି । ଖବର ଅନୁଯାୟୀ, ବର୍ତ୍ତମାନ 542 ଲୋକସଭା ଆସନରୁ ଏନଡିଏ 350 ସିଟରେ ଦେଶରେ ଆଗୁଆ ରହିଛି । ଏହାସହ କଂଗ୍ରେସ ଶାସିତ ଉପା ସରକାର 89 ସିଟରେ ଆଗୁଆ ରହିଛି । ପରେ ପରେ ଏସପି ଓ ବିଏସପି 103 ସିଟରେ ଲିଡ କରୁଛି ।

Last Updated : May 23, 2019, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.