ETV Bharat / bharat

ସ୍ବଚ୍ଛ ସର୍ବେକ୍ଷଣରେ ଶୀର୍ଷ ସହରକୁ ମୋଦିଙ୍କ ଶୁଭେଛା

author img

By

Published : Aug 20, 2020, 9:17 PM IST

ଦେଶର ସ୍ବଚ୍ଛ ସହର ଗୁଡ଼ିକୁ ନେଇ ସର୍ଭେ ହୋଇଥିବା ‘ସ୍ବଚ୍ଛ ସର୍ବେକ୍ଷଣ’ ତାଲିକା ପ୍ରକାଶ ପାଇଛି । ଏହି ଯୋଜନାରେ ସ୍ଥାନ ପାଇଥିବା ସହର ଗୁଡ଼ିକୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ..

pm modi
pm modi

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ଦେଶର ସ୍ବଚ୍ଛ ସହର ଗୁଡ଼ିକୁ ନେଇ ସର୍ଭେ ହୋଇଥିବା ‘ସ୍ବଚ୍ଛ ସର୍ବେକ୍ଷଣ’ ତାଲିକା । ଏହି ଯୋଜନାରେ ସ୍ଥାନ ପାଇଥିବା ସହର ଗୁଡ଼ିକୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଛନ୍ତି, ଏହିପରି ପ୍ରତିଯୋଗିତା ମୂଳକ କାର୍ଯ୍ୟ ହିଁ ସ୍ବଚ୍ଛ ଭାରତ ଅଭିଯାନର ଆତ୍ମାକୁ ଛୁଇଁ ପାରିବ । ସେହିପରି ଶୀର୍ଷ ସ୍ଥାନରେ ଥିବା ସହର ଗୁଡ଼ିକର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ବେକ୍ଷଣ ସହର 2020 ତାଲିକାରେ ଶୀର୍ଷରେ ରହିଛି ମଧ୍ୟପ୍ରଦେଶର ସ୍ବଚ୍ଛ ସହର ଇନ୍ଦୋର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.