ETV Bharat / bharat

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ମଧ୍ୟପ୍ରଦେଶର ରାଜ୍ୟପାଳ ତଥା ଲକ୍ଷ୍ନୌର ପୂର୍ବତନ ସାଂସଦ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
author img

By

Published : Jul 20, 2020, 6:49 PM IST

ଲକ୍ଷ୍ନୌ: ମଧ୍ୟପ୍ରଦେଶର ରାଜ୍ୟପାଳ ତଥା ଲକ୍ଷ୍ନୌର ପୂର୍ବତନ ସାଂସଦ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଟଣ୍ଡନ ।

ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ମେନ୍ଦାତା ହସ୍ପିଟାଲ ପକ୍ଷରୁ ହେଲ୍‌ଥ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି । ତେବେ ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପପରେ ନଜର ରଖିଛି ।

ଡାକ୍ତରଙ୍କ କହିବା ଅନୁଯାୟୀ ଲାଲଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକ ଗୁରୁତର ହେବାରେ ଲାଗିଛି । ତାଙ୍କ ଫୁସଫୁସ, କିଡନୀ ଓ ଲିଭର ଠିକରେ କାମ କରୁନାହିଁ । କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇପଡିଥିବାବେଳେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିଲା । ହେଲେ ପୂନର୍ବାର ସେ ଗୁରୁତର ହୋଇପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.