ETV Bharat / bharat

ମାସେ ଯାଏଁ କାହାକୁ ଭେଟିବେନି ରାଜସ୍ଥାନ ମୁଖ୍ୟମନ୍ତ୍ରୀ

author img

By

Published : Sep 9, 2020, 9:38 AM IST

କୋରୋନା ମହାମାରୀ ସମୟରେ ଗୋଟିଏ ମାସ ପର୍ଯ୍ୟନ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୌଣସି ବ୍ୟକ୍ତିଙ୍କୁ ଭେଟିବେ ନାହିଁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଗୋଟିଏ ମାସ ଯାଏ କୌଣସି ବ୍ୟକ୍ତିଙ୍କୁ ଭେଟିବେନି ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର:କୋରୋନା ମହାମାରୀ ସମୟରେ ଗୋଟିଏ ମାସ ପର୍ଯ୍ୟନ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୌଣସି ବ୍ୟକ୍ତିଙ୍କୁ ଭେଟିବେ ନାହିଁ । ଏହି ସମୟରେ ସେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିଁ ସମସ୍ତ ବୈଠକ କରିବା ସହ ରାଜ୍ୟ ଶାସନ କଥା ମଧ୍ୟ ବୁଝିବେ ।

ଡାକ୍ତରଙ୍କ ପରାମର୍ଶ ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କୋରୋନା ମହାମାରୀକୁ ରୋକିବା ପାଇଁ ହେଲେ ସମସ୍ତଙ୍କ ଭାଗିଦାରୀ ଆବଶ୍ୟକ ରହିଛି । ଆକ୍ରାନ୍ତ ନହେବା ପାଇଁ ସାମାଜିକ ଦୂରତା ଓ ସ୍ବାସ୍ଥ୍ୟଗତ ପ୍ରୋଟକଲ ମାନିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।

ସେହିପରି ନିଜ ଉପାୟରେ ନିଜକୁ ରକ୍ଷା କରିହେବ । ସରକାର ମହାମାରୀର ମୁକାବିଲା ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି । ଜନସାଧାରଣ ସବୁବେଳେ ମାସ୍କ ପିନ୍ଧନ୍ତୁ ବୋଲି ଅଶୋକ ଗେହଲଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.