ETV Bharat / bharat

ସାଧାରଣତନ୍ତ୍ର ଦିବସରେ ପୂଜାକୁ ନେଇ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ - clash between police and bjp workers

ପଶ୍ଚିମବଙ୍ଗର ହାୱଡା ଠାରେ ସାଧାରଣତନ୍ତ୍ର ଦିବସ ପୂଜାକୁ ନେଇ ବିଜେପିର ଯୁବ କାର୍ଯ୍ୟକର୍ତ୍ତା ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। ଅଧିକ ପଢନ୍ତୁ...

west-bengal
ପଶ୍ଚିମବଙ୍ଗ
author img

By

Published : Jan 26, 2020, 7:12 PM IST

କୋଲକାତା: ସାଧାରଣତନ୍ତ୍ର ଦିବସ ଭଳି ଖୁସିର ଅବସରରେ ମଧ୍ୟ ଅଶାନ୍ତ ହୋଇଉଠିଛି ପଶ୍ଚିମବଙ୍ଗ। ରାଜ୍ୟର ହାୱଡା ଠାରେ ବିଜେପି ଯୁବ କାର୍ଯ୍ୟକର୍ତ୍ତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। ସାଧାରଣତନ୍ତ୍ର ଦିବସରେ ପୂଜା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି।

71ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେପି ଯୁବ କାର୍ଯ୍ୟକର୍ତ୍ତା ଭାରତ ମାତାଙ୍କ ପୂଜାର ଆୟୋଜନ କରୁଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବରୂପ ପୋଲିସ ସେମାନଙ୍କୁ ଉଠାଇ ନେଇଛି।

ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ପୁରୁଣା ରାଗ ରୁଷା ଭୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ତାଙ୍କୁ ରାଜଭବନକୁ ଚାହା ପାଇଁ ଆମନ୍ତ୍ରିତ ମଧ୍ୟ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.