ETV Bharat / bharat

କୋରୋନା ସହାୟତା: ପିଏମ କେୟାର୍ସକୁ 16କୋଟି 23ଲକ୍ଷ ଦେଲେ ସିଆଇଏସଏଫ କର୍ମଚାରୀ

କୋରୋନା ସହାୟତା ପାଇଁ ହାତ ବଢାଇଲେ ସିଆଇଏସଏଫ କର୍ମଚାରୀ । ପିଏମ କେୟାର୍ସ ଫଣ୍ଡକୁ ଦାନ କଲେ ଗୋଟିଏ ଦିନର ଦରମା। ଅଧିକ ପଢନ୍ତୁ...

CISF donated their one days salary to PM Cares Fund
କୋରୋନା ସହାୟତା ପାଇଁ ହାତ ବଢାଇଲେ ସିଆଇଏସଏଫ କର୍ମଚାରୀ
author img

By

Published : May 5, 2020, 5:14 PM IST

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କୋରୋନାକୁ ନେଇ ଲଢ଼ୁଛି । ଆଉ ଏହି କୋରୋନାର ମୁକାବାଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନକୁ କଡାକଡି କରିଛନ୍ତି । କୋରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର ।

କିନ୍ତୁ ଏଥିରେ ପଛରେ ପଡି ନାହାଁନ୍ତି ସିଆଇଏସଏଫର କର୍ମଚାରୀମାନେ । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନରେ ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ସେହିପରି ସିଆଇଏସଏଫର ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ ସୋମବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ 16 କୋଟି 23 ଲକ୍ଷ 82 ହଜାର 357 ଟଙ୍କା ଚେକ୍ ପ୍ରଦାନ କରିଛନ୍ତି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.