ETV Bharat / bharat

ପୁଣି ଚର୍ଚ୍ଚାରେ ଚୌବେପୁର ଥାନା: ଶୁଦ୍ଧିକରଣ ପାଇଁ ଚାଲିଛି ଯଜ୍ଞ

author img

By

Published : Sep 2, 2020, 2:52 PM IST

କାନପୁରର ଚୌବେପୁର ଥାନା ପୁଣି ଚର୍ଚ୍ଚାରେ । ପ୍ରକାଶ ଦୁବେ ଏନକାଉଣ୍ଟର ସମୟରେ ବେଶ୍ ଚର୍ଚ୍ଚାରେ ଥିବା ଚୌବେପୁର ଥାନାରେ ଯଜ୍ଞ ।

ଶୁଦ୍ଧିକରଣ ପାଇଁ ଚାଲିଛି ଯଜ୍ଞ
ଶୁଦ୍ଧିକରଣ ପାଇଁ ଚାଲିଛି ଯଜ୍ଞ

ଲକ୍ଷ୍ମୌ: କାନପୁରର ଚୌବେପୁର ଥାନା ପୁଣି ଚର୍ଚ୍ଚାରେ । ପ୍ରକାଶ ଦୁବେ ଏନକାଉଣ୍ଟର ସମୟରେ ବେଶ୍ ଚର୍ଚ୍ଚାରେ ଥିବା ଚୌବେପୁର ଥାନାରେ ଯଜ୍ଞ । ଅଭିଯୋଗକାରୀମାନେ ପୋଲିସ ଷ୍ଟେସନରେ ବସିଥିବାବେଳେ ପୋଲିସ କର୍ମଚାରୀ କିନ୍ତୁ ଉନ୍ନତି ପାଇଁ ଯଜ୍ଞ କରିଛନ୍ତି ।

ଶୁଦ୍ଧିକରଣ ପାଇଁ ଚାଲିଛି ଯଜ୍ଞ
ଶୁଦ୍ଧିକରଣ ପାଇଁ ଚାଲିଛି ଯଜ୍ଞ

ଏହି କାରଣରୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଫେରିବାକୁ ପଡୁଥିଲା । ବିକରୁ ହିଂସା ପରେ ପୋଲିସ ଷ୍ଟେସନକୁ ଶୁଦ୍ଧ ଓ ଶାନ୍ତି କରିବା ପାଇଁ ଯଜ୍ଞର ଆୟୋଜନ କରାଯାଇଥିଲା । ପ୍ରକାଶଥାଉକି, ପୋଲିସ ଟିମ୍ ଜୁଲାଇ ୨ରେ ବିଳମ୍ବିତ ରାତିରେ ଉକ୍ତ ପୋଲିସ ଷ୍ଟେସନ ପରିସରରେ ବିକରୁ ଗାଁରେ କୁଖ୍ୟାତ ବିକାଶ ଦୁବେଙ୍କୁ କାବୁ କରିବାକୁ ଯାଇଥିଲେ । ସେଠାରେ 8 ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡିଥିଲା ।

ଏହି ଘଟଣାରେ ଅଭିଯୁକ୍ତ ଥିବା 42 ଜଣଙ୍କ ମଧ୍ୟରୁ ଅନେକ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିଲେ । ପରେ ଚୌବେପୁର ପୋଲିସ ଷ୍ଟେସନର କାର୍ଯ୍ୟପନ୍ଥା ବିଷୟରେ ପ୍ରଶ୍ନ ଉଠିଥିଲା । ତେଣୁ ପୋଲିସ ଷ୍ଟେସନର ଶୁଦ୍ଧିକରଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.