ETV Bharat / bharat

ଚୀନରେ କୋରୋନା ନେଲାଣି 2663 ମୁଣ୍ଡ

author img

By

Published : Feb 25, 2020, 8:13 AM IST

କୋରୋନା ଭାଇରସରେ ଚୀନରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି 2663ରେ । ସେହିପରି 508 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

china new cases death toll february 25th
ଚୀନରେ କୋରୋନା ନେଲା 2663 ମୁଣ୍ଡ

ନୂଆଦିଲ୍ଲୀ:ଘାତକ କୋରୋନା ଭାଇରସରେ ଚୀନରେ ଗଡିବାରେ ଲାଗିଛି ମୁଣ୍ଡ ପରେ ମୁଣ୍ଡ । ପ୍ରାଣ ଘାତକ କୋରୋନା ଯୋଗୁଁ ଗତ ସୋମବାର ଚୀନରେ ମୃତ୍ୟୁସଂଖ୍ୟା ପହଞ୍ଚିଛି 2663ରେ । ସେହିପରି ଆଉ 508 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ 77,658ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ରିପୋର୍ଟ ଅନୁସାରେ, ହୁବେଇର ମଧ୍ୟରେ ଗତ ସୋମବାର 68ଜଣ ମୃତ୍ୟୁ ଘଟିଥିବା ବେଳେ ଉହାନରେ 56 ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.