ରାୟପୁର: ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ରମଣ ସିଂଙ୍କ ସ୍ତ୍ରୀ କୋରୋନା ପଜିଟିଭ୍ । ପତ୍ନୀ ବୀଣା ସିଂ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ଡାକ୍ତରଙ୍କ ପରାମର୍ଶକ୍ରେମ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହାସହ ପରିବାରର ଅନ୍ୟ ସଦସ୍ୟଙ୍କୁ ଯାଞ୍ଚ କରାଇବାକୁ ଟ୍ବିଟ କରି ସୂଚନା ଦେଇଛନ୍ତି ରମଣ ସିଂ । ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରଖିବାକୁ ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ