ETV Bharat / bharat

କାନପୁର ବାଗାହୀରେ ବୋମା ବିସ୍ଫୋରଣ, ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି

author img

By

Published : Aug 24, 2020, 6:42 AM IST

ରବିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବାଗାହୀ ଅଞ୍ଚଳରେ ବୋମା ବିସ୍ଫୋରଣ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ବିଶୃଙ୍ଖଳା । ଅଧିକ ପଢନ୍ତୁ...

କାନପୁର ବାଗାହୀରେ ବୋମା ବିସ୍ଫୋରଣ
କାନପୁର ବାଗାହୀରେ ବୋମା ବିସ୍ଫୋରଣ

କାନପୁର : ଉତ୍ତରପ୍ରଦେଶର ବାଗାହୀ ଅଞ୍ଚଳରେ ବୋମା ବିସ୍ଫୋରଣ । ରବିବାର ବିଳମ୍ବିତ ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି ।

ଏହି ଘଟଣାରେ କ୍ଷୟକ୍ଷତିର କୌଣସି ରିପୋର୍ଟ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ଡଗ ସ୍କ୍ବାଡ, ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଟିମ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.