ବେଙ୍ଗାଲୁରୁ: ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ । ଭାରତୀୟ ସମୟ ଅନୁସାରେ ଭୋର ସମୟ 3ଟା 42ରେ ଚନ୍ଦ୍ରର ଦ୍ବିତୀୟ କକ୍ଷରେ ପହଞ୍ଚିଛି ଲ୍ୟାଣ୍ଡର ବିକ୍ରମ। ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ 9 ସେକେଣ୍ଡର ସମୟ ଲାଗିଥିଲା ।
-
#ISRO
— ISRO (@isro) September 3, 2019 " class="align-text-top noRightClick twitterSection" data="
The second de-orbiting maneuver for #Chandrayaan spacecraft was performed successfully today (September 04, 2019) beginning at 0342 hrs IST.
For details please see https://t.co/GiKDS6CmxE
">#ISRO
— ISRO (@isro) September 3, 2019
The second de-orbiting maneuver for #Chandrayaan spacecraft was performed successfully today (September 04, 2019) beginning at 0342 hrs IST.
For details please see https://t.co/GiKDS6CmxE#ISRO
— ISRO (@isro) September 3, 2019
The second de-orbiting maneuver for #Chandrayaan spacecraft was performed successfully today (September 04, 2019) beginning at 0342 hrs IST.
For details please see https://t.co/GiKDS6CmxE
ଚନ୍ଦ୍ରପୃଷ୍ଠ ଠାରୁ 35 କିମି 101କିମି ଦୂରତା କକ୍ଷ ପଥରେ ଗତି କରୁଛି ବିକ୍ରମ । ତେବେ ଉଭୟ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ସମ୍ପୂର୍ଣ୍ଣ ଠିକ୍ଠାକ ଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।
ଅର୍ବିଟର ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ଗତକାଲି ଟୁ-ବୁଷ୍ଟ ପ୍ରକ୍ରିୟାକୁ ସଫଳତା ସହିତ କାର୍ଯ୍ୟକାରୀ କରିଥିଲା । ତେବେ ଆସନ୍ତା 7ରେ ଲ୍ୟାଣ୍ଡର ବିକ୍ରମ 1.30ରୁ 2.30 ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଇସ୍ରୋ ଆଶା ରଖିଛି । ଆଉ ଏହି ସମୟରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ର ପୃଷ୍ଠର ପରିକ୍ରମା କରିବା ସହ ତଥ୍ୟ ସଂଗ୍ରହ କରିବ ।