ETV Bharat / bharat

ବୁଧବାର ଚନ୍ଦ୍ରର ଦ୍ବିତୀୟ କକ୍ଷରେ ପ୍ରବେଶ କରିବ ‘ଚନ୍ଦ୍ରଯାନ-2’ - ଇସ୍ରୋ

ବୁୁଧବାର ସାଢେ 12ଟାରୁ ସାଢେ ଗୋଟାଏ ମଧ୍ୟରେ ‘ଚନ୍ଦ୍ରଯାନ-2’ ଚନ୍ଦ୍ରର ଦ୍ୱିତୀୟ କକ୍ଷ LBN#ରେ ପ୍ରବେଶ କରିବ। ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ବୈଜ୍ଞାନିକ ‘ଚନ୍ଦ୍ରଯାନ-2’ କୁ ଚନ୍ଦ୍ରର ପ୍ରଥମ କକ୍ଷ ପଥରେ ସଫଳତା ପୂର୍ବକ ପ୍ରବେଶ କରାଇଥିଲେ।

ପ୍ରତିକାତ୍ମକ ଫଟୋ
author img

By

Published : Aug 21, 2019, 12:13 PM IST

ବେଙ୍ଗାଲୁରୁ: ଚନ୍ଦ୍ରର ଦ୍ବିତୀୟ କକ୍ଷରେ ‘ଚନ୍ଦ୍ରଯାନ-2’ ବୁଧବାର ପ୍ରବେଶ କରିବ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି।

ଇସ୍ରୋର ବୈଜ୍ଞାନିକ ଦିନ ସାଢେ 12ଟାରୁ ସାଢେ ଗୋଟାଏ ମଧ୍ୟରେ ‘ଚନ୍ଦ୍ରଯାନ-2’ କୁ ଚନ୍ଦ୍ରର କକ୍ଷ LBN# ରେ ପ୍ରବେଶ କରାଇବେ । ଏହାପରେ 28 ଅଗଷ୍ଟରେ ‘ଚନ୍ଦ୍ରଯାନ-2’ ଚନ୍ଦ୍ରର ତୃତୀୟ କକ୍ଷରେ ପ୍ରବେଶ କରିବ। ପୂର୍ବରୁ ଗତକାଲି ଠାରୁ ଇସ୍ରୋ ବୈଜ୍ଞାନିକ ‘ଚନ୍ଦ୍ରଯାନ-2’ କୁ ଚନ୍ଦ୍ରର ପ୍ରଥମ କକ୍ଷ ପଥରେ ସଫଳତା ପୂର୍ବକ ପ୍ରବେଶ କରାଇଛନ୍ତି । ଏହାକୁ ଚନ୍ଦ୍ରର ପ୍ରଥମ କକ୍ଷରେ ପ୍ରବେଶ କରାଇବା ଇସ୍ରୋର ବୈଜ୍ଞାନିକଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା।

Intro:Body:

KIIK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.