ETV Bharat / bharat

ପୋଲିସ ହେପାଜତରେ ଭୀମ୍ ଆର୍ମୀ ମୁଖ୍ୟ

author img

By

Published : Jan 26, 2020, 8:03 PM IST

ଭୀମ୍ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ରବିବାର ପୋଲିସ ନିଜ ହେପାଜତକୁ ନେଇଛି। ହାଇଦ୍ରାବାଦରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ମେହଦିପଟନମ୍ ଠାରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୋଲିସ ଅଟକ ରଖିଛି। ଅଧିକ ପଢନ୍ତୁ...

Chandrashekar Azad
ଫାଇଲ ଫଟୋ

ହାଇଦ୍ରାବାଦ: ଭୀମ୍ ଆର୍ମୀ ଚିଫ୍ ଚନ୍ଦ୍ରଶେଖର ଆଜାଦଙ୍କୁ ରବିବାର ପୋଲିସ ନିଜ ହେପାଜତକୁ ନେଇଛି। ହାଇଦ୍ରାବାଦରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ମେହଦିପଟନମ୍ ଠାରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୋଲିସ ଅଟକ ରଖିଛି।

ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(TISS)ର ଛାତ୍ର ସଂଘ ଏକ ସଭା ଆୟୋଜିତ କରିଥିଲା । ଏଥିରେ ସିଏଏ, ଏନପିଆର ଓ ଏନଆରସିକୁ ବିରୋଧ କରାଯାଇଥିଲା । ଚନ୍ଦ୍ରଶେଖର ଆଜାଦ ସେଠାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରୁଥିଲେ । ବିଭିନ୍ନ ବିଶ୍ବବିଦ୍ୟାଳୟରେ ସିଏଏକୁ ନେଇ ଦେଖାଯାଉଥିବା ବିରୋଧ ପ୍ରଦର୍ଶନ ଦ୍ବାରା ଛାତ୍ରଙ୍କୁ ହେଉଥିବା ସମସ୍ୟା ନେଇ ଆଲୋଚନା କରିଥିଲେ।

ସେ ସମ୍ବିଧାନର ମୁଖବନ୍ଧ ପାଠ କରିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା ମାତ୍ର ଏହା ପୂର୍ବରୁ ତାଙ୍କୁ ହେପାଜତରେ ନିଆଯାଇଥିଲା। ହାଇଦ୍ରାବାଦର ଅଲ ଇଣ୍ଡିଆ ଦଳିତ ମୁସଲିମ ଆଦିବାସୀ ପ୍ରୋଗ୍ରେସିଭ୍ ଫ୍ରଣ୍ଟ ଦ୍ବାରା ଆୟୋଜିତ ସଭାରେ ମଧ୍ୟ ଆଜାଦ ଯୋଗ ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.