ETV Bharat / bharat

ପୃଥିବୀକୁ ଫଟୋ ପଠାଇବ ‘ଚନ୍ଦ୍ରଯାନ 2’ରେ ଖଞ୍ଜା ଯାଇଥିବା ରୋଭର-ପ୍ରଜ୍ଞା: ମକବୁଲ୍ ଅହମ୍ମଦ

author img

By

Published : Jul 22, 2019, 10:27 PM IST

ସୋମବାର ଅପରାହ୍ନ 2ଟା 43 ମିନିଟ୍‌ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତା ପୂର୍ବକ ଉତକ୍ଷେପଣ କରିଛି ‘ଚନ୍ଦ୍ରଯାନ 2’ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ସୋମବାର ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଛି ଭାରତର ଦ୍ବିତୀୟ ଚନ୍ଦ୍ରାୟନ ମିଶନର ‘ଚନ୍ଦ୍ରଯାନ-2’ । ପୂର୍ବରୁ ଜୁଲାଇ 15ରେ ଏହାକୁ ଲଞ୍ଚ ହେବାର ଥିଲା । ଏଥିରେ ଥିବା କିଛି ଯାନ୍ତ୍ରିକ ତୃଟି ଥିବା ଯୋଗୁଁ ଆଜି ଅପରାହ୍ନ 2ଟା 43 ମିନିଟ୍‌ ସମୟରେ ଏହାକୁ ଚନ୍ଦ୍ରପୃଷ୍ଠକୁ ଛଡାଯାଇଛି । ଦେଶର ସବୁଠୁ ଶକ୍ତିଶାଳୀ ଉତକ୍ଷେପଣ ଯାନ ଜିଏସଏଲଭି ମାର୍କ-3ର ବ୍ୟବହାର କରାଯାଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବା ମାତ୍ରେ 'ବିକ୍ରମ' ର ଦ୍ଵାର ଖୋଲିବ ଏବଂ ରୋଭର-ପ୍ରଜ୍ଞାକୁ ବାହାରକୁ ରିଲିଜ୍ କରିବ ଇସ୍ରୋ । ଆଉ ଏହି ରୋଭର-ପ୍ରଜ୍ଞା ଫଟୋ ପଠାଇ ପୃଥିବୀକୁ ପଠାଇବ । ଏନେଇ ଇସ୍ରୋର ପୂର୍ବତନ ବୈଜ୍ଞାନିକ ମକବୁଲ ଅହମ୍ମଦଙ୍କ ସହ ବିଶେଷ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ତେଲେଙ୍ଗାନାରୁ ପ୍ରବୀଣ କୁମାର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.