ETV Bharat / bharat

କୋରୋନାକୁ ମହାମାରୀ ଘୋଷଣା କଲା ଚଣ୍ଡିଗଡ଼ ପ୍ରଶାସନ - ଚଣ୍ଡିଗଡ଼ ସ୍ବାସ୍ଥ୍ୟ ବିଭାଗ

କୋରୋନା ଭାଇରସକୁ ମହାମାରୀ ଘୋଷଣା କଲା ଚଣ୍ଡିଗଡ଼ ପ୍ରଶାସନର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ଅଧିକ ପଢନ୍ତୁ...

Chandigarh notifies COVID-19 an epidemic
କରୋନାଭାଇରସକୁ ମହାମାରୀ ଘୋଷଣା କଲେ ଚଣ୍ଡିଗଡ଼ ସ୍ବାସ୍ଥ୍ୟ ବିଭାଗ
author img

By

Published : Mar 15, 2020, 9:21 PM IST

ଚଣ୍ଡିଗଡ଼: କୋରୋନା ଭାଇରସକୁ ମହାମାରୀ ଘୋଷଣା କଲେ ଚଣ୍ଡିଗଡ଼ ସରକାର । ମହାମାରୀ ବିପର୍ଯ୍ୟୟ 1897 ଅଧିନିୟମର 2, 3,4 ଧାରା ଅନୁଯାୟୀ ଏହି ନିୟମାବଳୀ ଜାରି ହୋଇଛି । ଏହି ଅଧିନିୟମ ଅନୁଯାୟୀ, ଅଞ୍ଚଳର ସମସ୍ତ ଡାକ୍ତରଖାନାକୁ ସ୍ବତନ୍ତ୍ର ୱାର୍ଡ ଗଠନ ଏବଂ ସନ୍ଦେହଜନକ COVID-19 ମାମଲାର ସ୍କ୍ରିନିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋରୋନା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଛି । ସମଗ୍ର ଦେଶରେ କୋରୋନା ମାମଲାରେ ଉତ୍ତେଜନା ଦେଖାଦେଇଥିବା ବେଳେ କେନ୍ଦ୍ର ସରକାର ଶନିବାର ଏହି ମାରାତ୍ମକ ଭାଇରସକୁ ‘ବିଜ୍ଞପିତ ବିପର୍ଯ୍ୟୟ‘ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.