ETV Bharat / bharat

କୋରୋନା ଭୟ: ହରିୟାଣାର ସମସ୍ତ ଜିଲ୍ଲାରେ 144 ଧାରା ଲାଗୁ

ଦ୍ରୁତ ଗତିରେ ବଢି ଚାଲିଛି ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା 144 ଧାରା ଲାଗୁ କରିଛନ୍ତି ହରିୟାଣା ସରକାର ।

corona
ହରିୟାଣାର ସମସ୍ତ ଜିଲ୍ଲାରେ 144 ଧାରା ଲାଗୁ
author img

By

Published : Mar 21, 2020, 10:37 AM IST

ଚଣ୍ଡିଗଡ:ଦ୍ରୁତ ଗତିରେ ବଢି ଚାଲିଛି ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା 144 ଧାରା ଲାଗୁ କରିଛନ୍ତି ହରିୟାଣା ସରକାର ।

ଏଥିସହ ସାର୍ବଜନୀନ ସ୍ଥାନରେ 5ରୁ ଉର୍ଦ୍ଧ୍ବ ଲୋକେ ଏକାଠି ରହିପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପୂର୍ବରୁ ହରିୟାଣ ସରକାର ସମସ୍ତ ଅଧିକାରୀଙ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବିଦେଶ ଗସ୍ତ ଉପରେ ରୋକ ଲଗାଯାଇଛି। ଏଥିସହ ହରିୟାଣାର ସମସ୍ତ ସ୍କୁଲ, କଲେଜ, ସିନେମା ହଲ ଏବଂ ୟୁନିଭରସିଟି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆୟାଇଛି ।

ଏଥିସହ ରାଜ୍ୟରେ ସାମାଜିକ, ରାଜନୈତିକ, ଖେଳ ପ୍ରତିଯୋଗିତା ଏବଂ ପାରିବାରିକ କାର୍ଯ୍ୟକ୍ରମରେ 200ରୁ ଅଧିକ ଲୋକ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.