ETV Bharat / bharat

ଚୋରା ଚାଲାଣର ନୂଆ ଉପାୟ, ମାଟି ତଳୁ 1350 କେଜି ଗଞ୍ଜେଇ ଜବତ - ଗଞ୍ଜେଇ ଚାଲାଣ ନୂଆ ତରିକା

ଗଞ୍ଜେଇ ଚାଲାଣର ନୂଆ ତରିକା । ମାଟି ଉପରେ ନୁହେଁ ମାଟି ତଳେ ଚାଲିଛି ବେପାର । ସେଣ୍ଟ୍ରାଲ ଡିଭିଜନ ଅଫ୍ ବେଙ୍ଗାଲୁର ସିଟି ପୋଲିସ 1350 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ..

ମାଟି ତଳେ ଗଞ୍ଜେଇ
ମାଟି ତଳେ ଗଞ୍ଜେଇ
author img

By

Published : Sep 11, 2020, 6:17 AM IST

ବାଙ୍ଗାଲୋର: ଗଞ୍ଜେଇ ଚାଲାଣର ନୂଆ ତରିକା । ମାଟି ଉପରେ ନୁହେଁ ମାଟି ତଳେ ଚାଲିଛି ବେପାର । ସେଣ୍ଟ୍ରାଲ ଡିଭିଜନ ଅଫ୍ ବେଙ୍ଗାଲୁର ସିଟି ପୋଲିସ 1350 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।

କାଲାବୁର୍ଗି ଜିଲ୍ଲାର କାଲ୍ଗି ଅଞ୍ଚଳର ଏକ ଫାର୍ମରେ ମାଟି ତଳେ ରଖାଯାଇଥିଲା ଏହି ବହୁ ମୂଲ୍ୟର ଗଞ୍ଜେଇ । ଏବଂ ଘଟଣାରେ ଜଡିତ 4 ଜଣଙ୍କୁ ଗିରଫ କରିଛି ସିଟି ପୋଲିସ ।

ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଗୁରୁବାର ସକାଳେ ହିଁ ଏହିଠାରେ ଚଢାଉ କରିଥିଲା । ମାଟି ତଳେ ଗଞ୍ଜେଇ ଗଛିତ ରଖିବାର ଏହି ନୂଆ ଉପାୟ ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.