ETV Bharat / bharat

ଟିମ ଇଣ୍ଡିଆର ବିଜୟକୁ ନେଇ ଉତ୍ସବ ମୁଖର ସମଗ୍ର ଦେଶ

ଭାରତର ବିଜୟକୁ ନେଇ ଉତ୍ସବମୁଖର ପୁରା ପରିବେଶ । କେଉଁଠି ବାଣ ଫୁଟାଇ ଜିତକୁ ମନାଯାଉଛି ତ କେଉଁଠି ଢୋଲ ବଜାଇ ବିଳମ୍ବିତ ରାତ୍ରିରେ ରାସ୍ତା ଉପରେ ନାଚୁଛନ୍ତି ଲୋକେ ।

author img

By

Published : Jun 17, 2019, 6:40 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ନାଚ ଗୀତରେ ଫାଟି ପଡୁଛି ସାରା ଦେଶ । ଭାରତର ବିଜୟକୁ ନେଇ ଉତ୍ସବମୁଖର ପୁରା ପରିବେଶ । କେଉଁଠି ବାଣ ଫୁଟାଇ ଜିତକୁ ମନାଯାଉଛି ତ କେଉଁଠି ଢୋଲ ବଜାଇ ବିଳମ୍ବିତ ରାତ୍ରିରେ ରାସ୍ତା ଉପରେ ନାଚୁଛନ୍ତି ଲୋକେ । ପଞ୍ଜାବ, ନାଗପୁର ଆଦି ସ୍ଥାନ ମାନଙ୍କରେ ହାତରେ ତ୍ରିରଙ୍ଗା ଧରି ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।

ଏହି ହାଇଭୋଲଟେଜ ଲଢେଇରେ ପାକିସ୍ତାନକୁ 89 ରନରେ ହରାଇ ବିଜୟର ଧ୍ବଜା ଉଡାଇଛି ଟିମ ଇଣ୍ଡିଆ । ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ରହିଥିବା ବେଳେ ବିଶ୍ବକପରେ ଭାରତ ପାକିସ୍ତାନ ମୁକାବଲା ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

ସେହିପରି କର୍ଣ୍ଣାଟକ, ଲକ୍ଷ୍ନୌ, କାନପୁର, ମହାରାଷ୍ଟ୍ର , ଇନ୍ଦୋର ଆଦି ସ୍ଥାନ ମାନଙ୍କରେ ବିଜୟର ଜସ୍ମ ମନା ଯାଇଛି । କେବଳ ଏତିକି ନୁହେଁ ଦିଲ୍ଲୀ ଇଣ୍ଡିଆ ଗେଟ ସାମନାରେ ମଧ୍ୟ କିଛି କ୍ରିକେଟ ପ୍ରେମୀ ଛାଡିଲେନି କ୍ରିକେଟ ପ୍ରେମୀ ଉତ୍ସବ ମନାଉଥିବାର ନଜର ଆସିଥିଲେ ।

Intro:Body:

zxbvf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.