ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ସିଇସି

author img

By

Published : Feb 8, 2020, 1:59 PM IST

ଜାରି ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା । ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ଅଧିକ ପଢନ୍ତୁ...

Chief Election Commissioner
ଭୋଟ ଦେଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା । ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସୀ । ଏହି ପ୍ରରିପ୍ରେକ୍ଷୀରେ ଦିଲ୍ଲୀ ସ୍ଥିତ ନିର୍ମାଣ ଭବନରେ ପହଞ୍ଚି ଭୋଟ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ଏଠାରୁ ଅରବିନ୍ଦ କେଜ୍ରିଓ୍ବାଲ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିପକ୍ଷରେ ବିଜେପିର ସୁନିଲ ଯାଦବ ଓ କଂଗ୍ରେସର ରମେଶ ସାଭରଓ୍ବାଲ ପ୍ରତିଦ୍ବନ୍ଦିତା କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.