ETV Bharat / bharat

CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ଥିରୁଅନନ୍ତପୁରରେ ସର୍ବାଧିକ ପାସ ହାର

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.in ଓ cbse.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ପାଇ ପାରିବେ ।

author img

By

Published : May 6, 2019, 4:20 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.in ଓ cbse.nic.in ୱେବସାଇଟରେ ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ପାଇପାରିବେ । କେରଳ ଥିରୁଅନନ୍ତପୁର ରିଜନରେ ସର୍ବାଧିକ ପାସହାର 99. 85 ପ୍ରତିଶତ ଥିବାବେଳେ ଚେନ୍ନାଇ ଓ ଅଜମେରରେ 99 ପ୍ରତିଶତ ପାସ ହାର ରହିଛି ।

ଦେଶବ୍ୟାପୀ 18 ଲକ୍ଷ 27 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃଆରୀ 21ରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।

Intro:Body:

fd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.