ETV Bharat / bharat

ପରିସ୍ଥିତି ସ୍ବାଭାବିକ ହେଲେ ସିବିଏସଇ ପରୀକ୍ଷା - ପରିସ୍ଥିତି ସ୍ବାଭାବିକ ହେଲେ ସିବିଏସଇ ପରୀକ୍ଷା

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ 19 ଯୋଗୁଁ ସମସ୍ତ ରାଜ୍ୟରେ ସିବିଏସଇ ପରୀକ୍ଷା ବାତିଲ ହୋଇଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଆୟୋଜନ ହେବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ପରିସ୍ଥିତି ସ୍ବାଭାବିକ ହେଲେ ସିବିଏସଇ ପରୀକ୍ଷା

author img

By

Published : Apr 30, 2020, 1:48 AM IST

ନୂଆଦିଲ୍ଲୀ: ଦେଶରେ ପରିସ୍ଥିତି ସ୍ବାଭାବିକ ହେଲେ ସିବିଏସଇ ପରୀକ୍ଷା ହେବ । କୌଣସି କାରଣରେ ବି ଏହାକୁ ବର୍ତ୍ତମାନ ପରିସ୍ଥିତିରେ ଅନୁଷ୍ଠିତ ହେବ ନାହିଁ । ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି ।

ବୁଧବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ-19 ଯୋଗୁଁ ସମସ୍ତ ରାଜ୍ୟରେ ସିବିଏସଇ ପରୀକ୍ଷା ବାତିଲ ହୋଇଥିଲା । ତେବେ ଲକଡାଉନ ଖୋଲିଲା ପରେ କିଛି ଘରୋଇ ସ୍କୁଲ ପକ୍ଷରୁ ପରୀକ୍ଷାର ପୁଣି ଆୟୋଜନ ନେଇ ସୂଚନା ମିଳିଥିଲା । ହେଲେ ଏପରି କୌଣସି ପ୍ରକାର ପଦକ୍ଷେପ ନନେବାକୁ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୋଖରିୟାଲ କହିଛନ୍ତି ।

ମଙ୍ଗଳବାର ଏନେଇ ସେ ସେମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ଶିକ୍ଷାମନ୍ତ୍ରୀଙ୍କୁ ସେ ତାଗିଦ କରିଥିଲେ । ସମସ୍ତ ପ୍ରକାର ସିବିଏସଇ ପରୀକ୍ଷା ପରିସ୍ଥିତି ସ୍ବାଭାବିକ ହେବା ପରେ ଆୟୋଜନ ହେବ ବୋଲି ସେ ସିଧାସଳଖ ନିର୍ଦ୍ଦେଶ ଦେଇତିଲେ । କୌଣସି ପରିସ୍ଥିତିରେ ବି ପିଲାଙ୍କ ସୁରକ୍ଷା ପ୍ରତି ସାଲିସ କରାଯିବନି ବୋଲି ପୋଖରିୟାଲ କହିଛନ୍ତି ।

ସୌଜନ୍ୟ@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.