ETV Bharat / bharat

କର୍ଣ୍ଣାଟକ କଂଗ୍ରେସ ସଭାପତିଙ୍କ ଘରେ ସିବିଆଇ ରେଡ୍‌

author img

By

Published : Oct 5, 2020, 10:09 AM IST

କେପିସିସି(କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି) ସଭାପତି ଡିକେ ଶିବକୁମାରଙ୍କ ଘରେ ସିବିଆଇ ଚଢାଉ । ଅଧିକ ପଢନ୍ତୁ...

କର୍ଣ୍ଣାଟକ କଂଗ୍ରେସ ସଭାପତିଙ୍କ ଘରେ ସିବିଆଇ ରେଡ୍‌
କର୍ଣ୍ଣାଟକ କଂଗ୍ରେସ ସଭାପତିଙ୍କ ଘରେ ସିବିଆଇ ରେଡ୍‌

ବେଙ୍ଗାଲୁରୁ: କେପିସିସି(କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି) ସଭାପତି ଡିକେ ଶିବକୁମାରଙ୍କ ଘରେ ସିବିଆଇ ଚଢାଉ । ସିବିଆଇର 5 ଜଣିଆ ଟିମ୍‌ ତାଙ୍କ ବାସଭବନରେ ଚଢାଉ କରିଥିବା ସୂଚନା ।

ସେହିପରି ସଦାଶିବ ନଗର ସ୍ଥିତ ବେଙ୍ଗାଲୁରୁ ଗ୍ରାମୀଣ ସାଂସଦ ଡିକେ ସୁରେଶଙ୍କ ଘରେ ମଧ୍ୟ ସିବିଆଇ ଚଢାଉ କରିଛି । ଗୋଟିଏ ସମୟରେ ଦୁଇ ନେତାଙ୍କ ଘରେ ସିବିଆଇ ଚଢାଉ ଜାରି ରଖିଛି ।

ତେବେ ଚଢାଉ ସମୟରେ ଉଭୟ ନେତାଙ୍କ ସହିତ ସମସ୍ତ ପ୍ରକାରର ଯୋଗାଯୋଗକୁ ବନ୍ଦ କରିଦିଆଯାଇଛି । ଉଭୟଙ୍କୁ ଚଢାଉ ସମୟରେ ସହଯୋଗ କରିବାକୁ କୁହାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.