ETV Bharat / bharat

ପି.ଚିଦାମ୍ବରମଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସିବିଆଇକୁ ମିଳିଲା ଅନୁମତି - ପି.ଚିଦାମ୍ବରମ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦଖଲ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ଜଣାପଡିଛି। ତେବେ ସିବିଆଇ ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 23, 2019, 2:18 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦଖଲ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ଜଣାପଡିଛି। ତେବେ ସିବିଆଇ ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି ।

2007 ମସିହାରେ ନିଜ କାର୍ଯ୍ୟକାଳ ସମୟରେ ଚିଦାମ୍ବରମ୍‌ ନିୟମର ଉଲଂଘନ କରି ଆଇଏନଏକ୍ସ ମିଡିଆ କମ୍ପାନୀକୁ 305 କୋଟି ଟଙ୍କାର ବିଦେଶୀ ପୁଞ୍ଜୀ ନିବେଶ ପାଇଁ ମଞ୍ଜୁରୀ ଦେଇଥିବା ଏବଂ ବଦଳରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଗତ କିଛିମାସ ହେବ ଇଡି ପି.ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଲଗାତାର ଜେରା କରିଥିଲା। ଅନ୍ୟପକ୍ଷରେ ଚିଦାମ୍ବରମ୍‌ ଏହି ଆରୋପକୁ ଖଣ୍ଡନ କରି ଆସୁଛନ୍ତି ।

Intro:Body:

ପି.ଚିଦାମ୍ବରମ୍‌ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ସିବିଆଇକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତାଙ୍କ ବିରୋଧରେ ଚାର୍ଜ ସିଟ୍‌ ଦଖଲ କରିବାକୁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଥିବା ଜଣାପଡିଛି । ତେବେ ସିବିଆଇ ଖୁବ୍‌ ଶୀଘ୍ର ଏହି ଦିଗରେ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି । 

2007 ମସିହାରେ ନିଜ କାର୍ଯ୍ୟକାଳ ସମୟରେ ଚିଦାମ୍ବରମ୍‌ ନିୟମର ଉଲଂଘନ କରି ଆଇଏନଏକ୍ସ ମିଡିଆ କମ୍ପାନୀକୁ  305 କୋଟି ଟଙ୍କାର ବିଦେଶୀ ପୁଞ୍ଜୀ ନିବେଶ ପାଇଁ  ମଞ୍ଜୁରୀ ଦେଇଥିବା ଏବଂ ବଦଳରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ।  ତେବେ ଗତ କିଛି ମାସ ହେବ  ଇଡି  ପି.ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଲଗାତାର ଜେରା କରିଥିଲା।

ଅନ୍ୟ ପକ୍ଷରେ ଚିଦାମ୍ବରମ୍‌ ଏହି ଆରୋପକୁ ଖଣ୍ଡନ କରି ଆସୁଛନ୍ତି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.