ETV Bharat / bharat

ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ବରକନ୍ୟାଙ୍କ ନାମରେ ମାମଲା ରୁଜୁ

ଲକଡାଉନ ନିୟମକୁ ଉଲଙ୍ଘନ କରିଥିବା ଅଭିଯୋଗରେ ଗୁଜୁରାଟର ଜଣେ ବର ଓ କନ୍ୟାଙ୍କ ନାମରେ ମାମଲା ରୁଜୁ ହୋଇଥିବା ନାଭସରି ଏସପି ସୂଚନା ଦେଇଛନ୍ତି ।

case
ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ବର ଓ କନ୍ୟାଙ୍କ ନାମରେ ମାମଲା ରୁଜୁ
author img

By

Published : Apr 18, 2020, 12:05 PM IST

ଗାନ୍ଧୀନଗର: କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ମାତ୍ର କିଛି ଲୋକ ଲକଡାଉନ ନିୟମକୁ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ତେବେ ଲକଡାଉନ ନିୟମକୁ ଉଲଙ୍ଘନ କରିଥିବା ଅଭିଯୋଗରେ ଗୁଜୁରାଟର ଜଣେ ବର ଓ କନ୍ୟାଙ୍କ ନାମରେ ମାମଲା ରୁଜୁ ହୋଇଥିବା ନାଭସରି ଏସପି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଲକଡାଉନକୁ ମାନିବାକୁ ସରକାର ଲୋକଙ୍କୁ ଅନୁରୋଧ କରୁଥିବା ବେଳେ ଗୁଜୁରାଟର ଭଙ୍କଲ ଗ୍ରାମର ମନ୍ଦିରରେ ଏକ ବର ଓ ବଧୂ ବିବାହ କରୁଥିଲେ । ଖବର ମିଳିବା ପରେ ପୋଲିସ ମନ୍ଦିରରେ ପହଞ୍ଚି ଚଢାଉ କରିବା ସହ ବର ଓ ବଧୂ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.