ETV Bharat / bharat

ପଥଚାରୀଙ୍କ ଉପରେ ମାଡିଗଲା କାର, ଦେଖନ୍ତୁ ଭିଡିଓ - କର୍ଣ୍ଣାଟକର ଏଚଏସଆର ଅଞ୍ଚଳ

ବେଙ୍ଗାଲୁରୁରୁ ଆସିଲା ଭୟାନକ ଚିତ୍ର । ପଥଚାରୀଙ୍କ ଉପରକୁ କାର ମାଡି ଯିବାରୁ 2ଜଣ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Aug 18, 2019, 11:47 PM IST

ବେଙ୍ଗାଲୁରୁ: ମଦ୍ୟପ ଡ୍ରାଇଭରର ଉନ୍ମତ ଡ୍ରାଇଭିଂ । ପଥଚାରୀଙ୍କ ଉପରକୁ ମାଡିଗଲା କାର । ଫଳରେ ଘଟଣା ସ୍ଥଳରେ 2ଜଣ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ଏଚଏସଆର ଅଞ୍ଚଳରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଯାହାର ଛାତିହରା ଭିଡିଓ କଏଦ ହୋଇଛି ସିସିଟିଭିରେ ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଉଭୟ ଗୁରୁରତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଚାଲକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଭଳି ବ୍ୟସ୍ତ ବହୁଳ ଥିଲା ଏଚଏସଆର ଅଞ୍ଚଳ । ହେଲେ ହଠାତ୍ ଏକ କାର ନିୟନ୍ତ୍ରଣ ହରାଇ ଫୁଟପାଥକୁ ମାଡି ଆସିଥିଲା । ଫଳରେ 8 ଜଣ ଉପରକୁ ମାଡି ଯାଇଥିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, 7 ରୁ 8 ପଥଚାରୀ ଛିଟିକି ଏଣେତେଣେ ପଡିଥିଲେ । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ଜଣକ ମଦ୍ୟପାନ କରିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Intro:anchor_ଗଂଜାମ ଜିଲ୍ଲା ବେଳଗୁଣ୍ଠା ଗୋଲା ସାହିରେ ସାପ କାମୁଡ଼ାରେ ଜଣେ ମୃତ ମୃତକ ହେଲେ L କାଳିଆ ପାତ୍ର ଆଜି ଖରାବେଳେ କାଳିଆ ଘରେ କିଛି ସାମାନ ବାହାର କରୁଥିବାବେଳେ ତାଙ୍କ ହାତକୁ ସାପ କାମୁଡି ଦେଇଥିଲା ସଙ୍ଗେ ସଙ୍ଗେ ତାଙ୍କୁ ବେଳଗୁଣ୍ଠା ମେଡିକାଲ କୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା ଏଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.