ETV Bharat / bharat

ଘାଟିରୁ ଖସିଲା କାର, 9 ମୃତ

ଜାମ୍ମୁ କାଶ୍ମୀରରେ ବଡ ଧରଣର ସଡକ ଦୁର୍ଘଟଣା । କଠୁଆ ଜିଲ୍ଲାର ମହ୍ଲାର ଅଞ୍ଚଳରେ ଏକ କାର ଗଭୀର ଗର୍ତ୍ତକୁ ଖସି ପଡିବା ଫଳରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 22, 2020, 9:20 PM IST

ଘାଟିରୁ ଖସିଲା କାର, 9 ମୃତ
ଘାଟିରୁ ଖସିଲା କାର, 9 ମୃତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ବଡ ଧରଣର ସଡକ ଦୁର୍ଘଟଣା । କଠୁଆ ଜିଲ୍ଲାର ମହ୍ଲାର ଅଞ୍ଚଳରେ ଏକ କାର ଗଭୀର ଗର୍ତ୍ତକୁ ଖସି ପଡିଛି । ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି ।

ପୂର୍ବରୁ ଗତ 20 ଫେବୃଆରୀରେ ମଧ୍ୟ ଜାମ୍ମୁ କାଶ୍ମୀରରେ ଏକ କାର ଦୁର୍ଘଟଣା ଗସ୍ତ ହୋଇଥିଲା । ବିବାହ ଉତ୍ସବ ପରେ କାରଟି ଜାମ୍ମୁ କାଶ୍ମୀର ଫେରୁଥିବା ସମୟରେ ସାମ୍ବା ଜିଲ୍ଲାର ଜାମ୍ମୁ ପଠାନକୋଟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ପରିବାରର 5 ଜଣଙ୍କର ମୃତ୍ୟୁ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.