ETV Bharat / bharat

ନିଜ ଦେଶ ଉପରେ ଭରସା କରି ପାରୁନାହାନ୍ତି ପାକ୍ ଅଧିକାରୀ

ପାକର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ମହସୁଦ ଅଲି ଦୁର୍ରାନୀଙ୍କ ଏକ ମନ୍ତ୍ୟବ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କୀ ସଙ୍ଗଠନ ହେବାର ସ୍ପଷ୍ଟ କରି ହେବ ନାହିଁ କି ମନା ମଧ୍ୟ କରି ହେବ ନାହିଁ।

author img

By

Published : Feb 24, 2019, 8:29 AM IST

Updated : Feb 24, 2019, 12:09 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କୁହାଯାଏ ଅଜାଗା ଘା ଦେଖି ହୁଏନି କି ଦେଖାଇ ହୁଏନି। ଯେଉଁ ଅବସ୍ଥା ବର୍ତ୍ତମାନ ପାକିସ୍ତାନର। ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଚାରିପଟୁ ଘେରାବନ୍ଦୀ ଅବସ୍ଥାରେ ରହିଛି। ଆତଙ୍କବାଦୀକୁ ପାକ ସଂରକ୍ଷଣ ଦିଏ ଓ ପୁଲୱାମା ଆତଙ୍କୀ ଆକ୍ରମଣ ପାକ ପ୍ରାୟୋଜିତ ବୋଲି ଅଭିଯୋଗ ହୋଇଛି ।

ଯାହାପରେ ଆନ୍ତର୍ଜାତିକ ସ୍ତରରୁ ପାକିସ୍ତାନ ଉପରେ ଚାପ ପଡିବା ଜାରି ରହିଛି। ଏହି କ୍ରମରେ ଦେଶର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ମହସୁଦ ଅଲି ଦୁର୍ରାନୀଙ୍କ ଏକ ମନ୍ତ୍ୟବ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କୀ ସଙ୍ଗଠନ ହେବାର ସ୍ପଷ୍ଟ କରି ହେବ ନାହିଁ କି ମନା ମଧ୍ୟ କରି ହେବ ନାହିଁ।

2008 ମୁମ୍ବାଇ ଆକ୍ରମଣ ସମୟରେ ଦୁର୍ରାନୀ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଥିଲେ । ସେ କହିଛନ୍ତି ଯେ ପାକିସ୍ତାନ ସରକାର ନିଜ ମାଟିରୁ ଆତଙ୍କୀ ସଙ୍ଗଠନକ ଧ୍ବଂସ କରିବା ପାଇଁ ପ୍ରୟାସ କରିଛନ୍ତି। ମାତ୍ର ମୁଁ ପାକିସ୍ତାନରେ ଆତଙ୍କୀ ସଙ୍ଗଠନ ହେବାର ସୃଷ୍ଟି ହେଉଥିବା ନେଇ ସ୍ପଷ୍ଟ କରି ପାରିବିନି କି ଏହାର ଅବସ୍ଥିତିକୁ ନେଇ ଅସ୍ବୀକାର କରିପାରିବି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକ ସେନା, ସରକାର ଓ ଅନ୍ୟ ଏଜେନ୍ସି ବର୍ଷ ବର୍ଷ ଧରି ଆତଙ୍କୀ ସଙ୍ଗଠନକୁ ଧ୍ବଂସ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହା ଉପର ଆମେ ସଫଳ ମଧ୍ୟ ହୋଇଛି । ଯଦି ଆତଙ୍କବାଦ ପ୍ରସଙ୍ଗରେ ଭାରତର ପାକସ୍ତାନ ଉପରେ ଭରସା ନାହିଁ ତେବେ ଅନ୍ୟ କାହା ଦ୍ବାରା ଏହାର ତଦନ୍ତ କରାଯାଉ। ମାତ୍ର ଏହାପୂର୍ବରୁ ଯୁଦ୍ଧ ଆରମ୍ଭ ନ ହୋଇଯାଉ ବୋଲି ସେ ଜଣାଇ ଦେଇଛନ୍ତି ।

undefined

Slug,, ଧାରଣା, avb, puri,22।2।19

Anchor,, ପୁରୀ ଜିଲା ନିମାପଡା ବ୍ଲକରେ ଦିଆଯାଉଥିବା ବିଭିନ୍ନ ଭତା ରେ ବ୍ୟପକ ଅନିୟମିତତା ହୋଇଛି। ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦିଆଯାଇ ଶାସକ ବିଜେଡି ସମର୍ଥିତ ବ୍ୟକ୍ତି ଙ୍କୁ  ଭତା ପ୍ରଦାନ କରାଯାଇଛି। ଏହାର ଅଭିଯୋଗ କୁ ନେଇ ଆଜି ପୁରୀ ଜିଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ରିଲେ ଅନଶନ ଆରଂଭ ହୋଇଚି। ନିମାପଡା ବ୍ଲକ ବିଜେପି, କଂଗ୍ରସ ର ନିର୍ବଚିତ ଜନ ପ୍ରତିନିଧି ତଥା ବିଭିନ୍ନ ପଂଚୟତ ର ସମିତିସଭ୍ୟ, ସରପଞ୍ଚ ଏହି ରିଲେ ଅନଶନ ଆରମ୍ଭ କରିଛନ୍ତି। ତୁରନ୍ତ ପୁରୀ ଜିଲାପାଳ ଘଟଣା ର ତଦନ୍ତ ସହ ଦୋଷୀ ଅଫିସ ର ଓ ବ୍ୟକ୍ତି ଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନ କାରୀ। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଜୋର ଦାର କରାଯିବ ବୋଲୀ କୁହାଯାଇଛି।

ବାଇଟି। ,, ଆନ୍ଦୋଳନ କାରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo kit ରେ ଭିଜୁଆଲ ବାଇଟ ଯାଇଛି।

Last Updated : Feb 24, 2019, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.