ETV Bharat / bharat

ସିଏଏକୁ ବିରୋଧ: ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ସମ୍ମୁଖରେ ମହିଳାଙ୍କ ଧାରଣା - supremecourt

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ସାମ୍ନାରେ ମଙ୍ଗଳବାର ବିଳମ୍ବିତ ରାତିରେ ମହିଳାମାନେ ଧାରଣାରେ ବସିଛନ୍ତି । ହାତରେ ସିଏଏ ଓ ଏନଆରସି ବିରୋଧ ପୋଷ୍ଟର ଧରି ଧାରଣାରେ ବସିଛନ୍ତି ମହିଳା । ଅଧିକ ପଢନ୍ତୁ...

caa protest
ସିଏଏକୁ ବିରୋଧ
author img

By

Published : Jan 22, 2020, 3:59 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ସାମ୍ନାରେ ମଙ୍ଗଳବାର ବିଳମ୍ବିତ ରାତିରେ ମହିଳାମାନେ ଧାରଣାରେ ବସିଛନ୍ତି । ହାତରେ ସିଏଏ ଓ ଏନଆରସି ବିରୋଧ ପୋଷ୍ଟର ଧରି ଧାରଣାରେ ବସିଛନ୍ତି ମହିଳା । ଆଜି(ବୁଧବାର) ସିଏଏ ସମ୍ବନ୍ଧିତ 140ରୁ ଉର୍ଦ୍ଧ୍ବ ଯାଚିକା ଉପରେ ଶୁଣାଣି କରାଯିବ । ତେଣୁ ପ୍ରାୟ 15-20 ମହିଳା ସିଏଏକୁ ବିରୋଧ କରି ଧାରଣା ଦେଇଛନ୍ତି ।

ପରେ ପୋଲିସ ବୁଝାସୁଝା କରିବା ପରେ ଧାରଣାରୁ ଓହରିଥିଲେ ମହିଳା । ଏଠାରେ ପ୍ରକାଶ କି, ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଅବଦୁଲ ନଜିର୍ ଓ ସଞ୍ଜିବ ଖନ୍ନାଙ୍କ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିବେ ।

ଅନ୍ୟପଟେ ଶାହିନବାଗରେ ପ୍ରଦର୍ଶନକାରୀ ଆନ୍ଦୋଳନରୁ ଓହରିବା ପାଇଁ ସମ୍ପୂର୍ଣ୍ଣ ନାରାଜ ଥିବା ବେଳେ 29 ଜାନୁଆରୀରେ ପ୍ରଦର୍ଶନକାରୀ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦୀର୍ଘ ଏକ ମାସ ହେବ ଶାହିନବାଗରେ ଆନ୍ଦୋଳନ ଜାରି ରହିଛି । ତେବେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ମଙ୍ଗଳବାର ଶାହିନବାଗ ପହଞ୍ଚି ଏହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.