ETV Bharat / bharat

ସେପ୍ଟେମ୍ବର 23ରେ 4ଟି ରାଜ୍ୟର ବିଧାନସଭା ଉପ- ନିର୍ବାଚନ

author img

By

Published : Aug 25, 2019, 10:00 PM IST

ଆସନ୍ତା ସେପ୍ଟେମ୍ବର 23 ରେ 4 ରାଜ୍ୟରେ ହେବ ବିଧାନସଭା ଉପ-ନିର୍ବାଚନ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ବିଧାନସଭା ଆସନରେ ଖାଲିଥିବା ଆସନ ପାଇଁ ଆସନ୍ତା ମାସ 23 ତାରିଖରେ ନିର୍ବାଚନ ହେବ । ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ କେରଳ । ଏହି ସମସ୍ତ ରାଜ୍ୟରେ ଗୋଟିଏ ଗୋଟିଏ ଆସନରେ ଉପ- ନିର୍ବାଚନ ହେବ । ଉପ-ନିର୍ବାଚନ ହେବାକୁ ଥିବା ଆସନ ଗୁଡିକ ହେଉଛି ଛତିଶଗଡର ଦାନ୍ତେୱାଡା ଆସନ, କେରଳର ପାଲା ଆସନ, ତ୍ରିପୁରାର ବଧାରଘାଟ ଆସନ ଓ ଉତ୍ତରପ୍ରଦେଶର ହମିରପୁର ଆସନ । ସେପ୍ଟେମ୍ବର 23ରେ ଏହି ସବୁ ଆସନରେ ମତଦାନ ହେବ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି 4ଟି ଆସନରେ ବିଧାୟକଙ୍କ ମୃତ୍ୟୁ ପରେ ଉପ- ନିର୍ବାଚନ ହେବାକୁ ଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.