ETV Bharat / bharat

ବରଯାତ୍ରୀ ବସ ଓ ଟ୍ରକ ମୁହାଁମୁହିଁ, 4 ମୃତ

ବରଯାତ୍ରୀ ବସ ଏବଂ ଟ୍ରକର ମୁହାଁମୁହିଁ ହେବା ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ 4 ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇନପୁଟ ଡେକ୍ସ, ମଧ୍ୟପ୍ରଦେଶ
author img

By

Published : May 8, 2019, 12:32 PM IST

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା-ନରସିଂହପୁର ମାର୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା । ବରଯାତ୍ରୀ ବସ ଏବଂ ଟ୍ରକର ମୁହାଁମୁହିଁ ହେବା ଫଳରେ ବସରେ ଥିବା 4 ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବହୁ ସଂଖ୍ୟାରେ ଯାତ୍ରୀ ଆହତ ଅଛନ୍ତି । ବରଯାତ୍ରୀ ବସରେ ଥିଲେ 50 ଯାତ୍ରୀ । ଆହତଙ୍କୁ ନାଗପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ଇନପୁଟ ଡେକ୍ସ, ମଧ୍ୟପ୍ରଦେଶ

ପୋଲିସ ସୂଚନା ଅନୁସାରେ ଛିନ୍ଦୱାଡାର ପିଣ୍ଡରଇ ଗାଁରୁ ପରସଗାଁକୁ ବରଯାତ୍ରୀ ଯାଉଥିଲା । ସେଠାରେ ବିବାହ ସାରିବା ପରେ ନିଜ ଗାଁକୁ ଫେରିବା ବାଟରେ ନରସିଂହପୁର ରାସ୍ତାରେ ବସ ଏବଂ ଟ୍ରକ ମୁହାଁମୁହିଁ ହୋଇଥିଲେ । ଘଟଣାର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ ଆସି ଯାତ୍ରୀଙ୍କୁ ଉଦ୍ଧାର କରିଛି । ସେପଟେ ଠିକ ସମୟରେ ଆହତଙ୍କୁ ଚିକିତ୍ସା ନମିଳିବା କାରଣରୁ ପୋଲିସ ଏବଂ ଡାକ୍ତରଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.