ETV Bharat / bharat

କଂଗ୍ରେସରେ ବିଧାୟକ ମିଶ୍ରଣ ନେଇ ବିଏସପିକୁ ମିଳିବ ଆଇନଗତ ଜବାବ: ରାଜସ୍ଥାନ ବିଜେପି - ରାଜସ୍ଥାନ ବିଜେପି

ରାଜସ୍ଥାନ ସରକାରଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ କଟାକ୍ଷ । କଂଗ୍ରେସରେ ବିଧାୟକ ମିଶ୍ରଣ ନେଇ ବିଏସପିକୁ ଆଇନଗତ ଉତ୍ତର ମିଳିବ ବୋଲି କହିଛନ୍ତି ସଭାପତି ସତିଶ ପୁନିଆ । ଅଧିକ ପଢନ୍ତୁ...

କଂଗ୍ରେସରେ ବିଧାୟକ ମିଶ୍ରଣ ନେଇ ବିଏସପିକୁ ମିଳିବ ଆଇନଗତ ଜବାବ : ରାଜସ୍ଥାନ ବିଜେପି

author img

By

Published : Jul 27, 2020, 10:43 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟରେ ଦାଏର ଯାଚିକାକୁ ପ୍ରତ୍ୟାହାର କରିନେଇଛନ୍ତି ରାଜସ୍ଥାନ ବିଧାନସଭା ବାଚସ୍ପତି । ତେବେ ଏହାକୁ ନେଇ ସଂଗ୍ରେସକୁ କଟାକ୍ଷ କରିଛି ବିଜେପି । ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତିଶ ପୁନିଆ କହିଛନ୍ତି ଯେ ଏହା ଏକପ୍ରକାର ସାମ୍ବିଧାନିକ ନିୟମାବଳୀ, ଯେଉଁଥିପାଇଁ ସରକାର ଦ୍ବନ୍ଦରେ ଅଛନ୍ତି ।

କଂଗ୍ରେସରେ ବିଧାୟକ ମିଶ୍ରଣ ନେଇ ବିଏସପିକୁ ମିଳିବ ଆଇନଗତ ଜବାବ : ରାଜସ୍ଥାନ ବିଜେପି

ଅନ୍ୟପକ୍ଷେ ବିଏସପି ବିଧାୟକଙ୍କ କଂଗ୍ରେସରେ ମିଶ୍ରଣକୁ ନେଇ କୋର୍ଟ ଚାଲିଥିବା ବିବାଦ ବିବାଦ ଉପରେ ମଧ୍ୟ ପୁନିଆ ସରକାରଙ୍କୁ ଘେରିଛନ୍ତି । ପୁନିଆ କହିଛନ୍ତି ଯେ ଏହି ବିଷୟରେ ଆଇନ ରୂପେ ସାର୍ବଜନିକ ବ୍ୟାକ୍ଷା ହେବା ବାକି ରହିଛି । ତେବେଯାଇ ଏହାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.