ETV Bharat / bharat

ସୀମାରେ ପାକିସ୍ତାନୀ ଡ୍ରୋନ ଖସାଇଲା BSF, ଅସ୍ତ୍ରଶସ୍ତ୍ର ଜବତ - International Border in Jammu and Kashmir

ଶନିବାର ସୀମା ସୁରକ୍ଷା ବାହିନୀ ଜାମ୍ମୁ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି କରି ଖସାଇଛି। ଏହି ଗୁପ୍ତଚର ଡ୍ରୋନ ଭିତରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍

author img

By

Published : Jun 20, 2020, 9:46 AM IST

Updated : Jun 20, 2020, 2:43 PM IST

ନୂଆଦିଲ୍ଲୀ: ଗୁଳିରେ ଖସିଲା ପାକ୍ ଡ୍ରୋନ୍ । ଜମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମା ନିକଟରେ ଶନିବାର ଗୁଳିକରି ପାକିସ୍ତାନୀ ଡ୍ରୋନକୁ ଖସାଇଛି ବିଏସଏଫ୍। ଡ୍ରୋନଟି ଉପରେ କାଠୁଆ ଜିଲ୍ଲାର ହିରାନଗର ତାଲୁକା ଅନ୍ତର୍ଗତ ଡ୍ରୋନ୍ ଫରୱାର୍ଡ ପୋଷ୍ଟରେ ଗୁଳି ମାଡ ହୋଇଥିଲା।

ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍
ସୀମାରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍

ସୂଚନା ଅନୁସାରେ ,19 ବାଟାଲିୟନର ବିଏସଏଫ ପାଟ୍ରୋଲିଂ ପାର୍ଟି ହିରାନଗର ସେକ୍ଟରର ରାଥୁଆ ଅଞ୍ଚଳରେ ଏକ ପାକିସ୍ତାନୀ ଡ୍ରୋନ୍ ଉଡୁଥିବା ଦେଖିଥିଲେ। ଏହାପରେ ଫୋର୍ସ ଆଠରୁ ନଅ ରାଉଣ୍ଡ ଗୁଳି ଚଳାଇ ଡ୍ରୋନଟିକୁ ଖସାଇଥିଲେ।

ଏହି ଡ୍ରୋନ ମଧ୍ୟରୁ ବିଏସଏଫ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସକାଳ ପ୍ରାୟ 5:10 ସମୟରେ କାଠୁଆର ପାନସାରରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଦ୍ବାରା ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2020, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.