ETV Bharat / bharat

ପଠାନକୋଟ ଏୟାରବେସରୁ ମିଗ-21 ଉଡାଣ ଭରିଲେ ଅଭିନନ୍ଦନ

author img

By

Published : Sep 2, 2019, 2:06 PM IST

ପଠାଣକୋଟ ଏୟାରବେସରୁ ମିଗ-21 ବିମାନ ଉଡାଇଲେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ବାୟୁସେନା ମୁଖ୍ୟ ବି.ଏସ୍‌ ଧନୱାଙ୍କ ସହ ସେ ଉଡାଣ ଭରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ନୂଆଦିଲ୍ଲୀ: ବିମାନ ଉଡାଇଲେ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଥିବା ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ମିଗ୍‌-21 ବିମାନରୁ ଏଫ୍-16 ବିମାନକୁ ଧ୍ବଂସ କରିଥିଲେ ।

ଦୀର୍ଘ 6 ମାସ ପରେ ପଠାଣକୋଟ ଏୟାରବେସରୁ ମିଗ-21 ବିମାନ ଉଡାଇଲେ । ସେହି ସାହାସ ଓ ଶତ୍ରୁକୁ ପରାଜୟ କରିବାର ଦୃଢ ମନୋବଳ ଉଡାଣ ଭରିବା ସମୟରେ ତାଙ୍କ ଭିତରେ ଦେଖିବାକୁ ମିଳିଥିଲା । ଅବସର ପୂର୍ବରୁ ଶେଷଥର ପାଇଁ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ବୀରଚକ୍ର ବିଜେତା ଅଭିନନ୍ଦନଙ୍କ ସହ ଉଡାଣ ଭରିଛନ୍ତି । ମିଗ୍‌-21ରେ ଅଭିନନ୍ଦନଙ୍କ ସହ ବାୟୁସେନା ମୁଖ୍ୟଙ୍କ ଉଡାଣର ଦେଖନ୍ତୁ ଭିଡିଓ :-

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.